Nishartha

ସକାଳର ଖରା ପରି
ତୁମ मुलायम କଥା
ମୋ ହୃଦୟରୁ ଖୋଲେ ତୁମ ଆଡ଼କୁ ରାସ୍ତା

ସକାଳର ଖରା ପରି
ତୁମ मुलायम କଥା
ମୋ ହୃଦୟରୁ ଖୋଲେ ତୁମ ଆଡ଼କୁ ରାସ୍ତା

ସେ ରାସ୍ତାରେ ଜମିଥିଲା ବରଫ କାଲି ଯାଏଁ
ତୁମ ଲାଗି ଖାଲି ପାଦେ ଆଜି ମନ ମୋ ଧାଏଁ

ହଁ, ଆଜି ଯାଏଁ ମତେ ତୁମ ପରି
କେହି ନିସର୍ତ୍ତରେ ଚାହିଁ ନାହିଁ
ହଁ, ଆଜି ଯାଏଁ ମତେ ତୁମ ପରି
କେହି ନିସର୍ତ୍ତରେ ଚାହିଁ ନାହିଁ

College ର ସେ ଦିନକୁ ଯେବେ ଭେଟିଥିଲେ ଆମେ
ମୁଁ ତକିଆ ପାଖେ ରଖି ଭାବେ ଆସିଛ କି ତମେ
ମିଛି-ମିଛିଆ ଟେ ମୁଁ ତୁମ ପାଇଁ ମରୁଥାଏ
ହେଲେ ଭଲ ଅଛି ବୋଲି ଆଖିରେ ତୁମକୁ କହେ

ଲାଜ-ଲାଜ ସେଇ ଦୁଇ ଆଖି ମତେ ହୁକୁମ୍ ଦିଏ
ସାରା ରାତି ଗପ କରେ କେତେ ଅଝଟ ହୁଏ

ଭାବନାର କେବେ ତାର
ଉପରେ ଦୁଇଟି ପକ୍ଷୀ
ଦେହକୁ ଦେହ ହଁ ଛୁଆଁଇ
ବସିଥିଲେ ପାଖାପାଖି

ସେଇ ପକ୍ଷୀମାନେ ଯେବେ
ସାରା college ରେ ଉଡ଼ିଲେ
ଆବେଗର ପ୍ରତି ପାହାଚେ
ଆମ ହୃଦକୁ ଯୋଡ଼ିଲେ

ଇଛା ମନକୁ ହସେଇଲୁ ଡ଼ାଳ ଭାଙ୍ଗିଦେଇ
କାଚଲଗା ପାଚେରୀକୁ ତୁମ ଆସିଲି ଡେଇଁ

ହଁ, ଆଜି ଯାଏଁ ମତେ ତୁମ ପରି
କେହି ନିସର୍ତ୍ତରେ ଚାହିଁ ନାହିଁ
ଆଜି ଯାଏଁ ମତେ ତୁମ ପରି
କେହି ନିସର୍ତ୍ତରେ ଚାହିଁ ନାହିଁ



Credits
Writer(s): Gaurav Anand
Lyrics powered by www.musixmatch.com

Link