Aji Mo Hrudaya Kanduchi

ହୋ-ଓ-ହୋ-ଓ, ହୋ-ଓ-ଓ
ହୋ-ଓ-ହୋ, ହୋ-ହୋ-ହୋ

ଭୁଲିଲେ ଭୁଲିଯା ଲୋ ଦୂରକୁ ଚାଲିଯା
ଯୋଉଠି ରହିଥା ଲୋ ଭଲରେ ରହିଥା
ଭୁଲିଲେ ଭୁଲିଯା ଲୋ ଦୂରକୁ ଚାଲିଯା
ଯୋଉଠି ରହିଥା ଲୋ ଭଲରେ ରହିଥା

କେମିତି ବଦଳିଲା ତୋରି ମନ?
ଚୁନା ତୁ କରିଦେଲୁ ସୁନା ସପନ
ତୋ କଥା ଭାବି ମରୁଛି

ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି

ହୋ-ଓ-ହୋ-ଓ, ହୋ-ଓ-ଓ
ହୋ-ଓ-ହୋ, ହୋ-ହୋ-ହୋ

ହାତ ଲେଖା ତୋର ଚିଠି ମୁଁ ପଢୁଛି
ଲୁହ ଧାର ଧାର ଆଖିରୁ ଝରୁଛି
ହୋ କହିଥିଲୁ ସାଥି ଏକା ମୁଁ ତୁମର
କୋଉ ଭୁଲ୍ ପାଇଁ ହେଲୁ ତୁ ନିଷ୍ଠୁର?

ଜାଣିଲି ତୋ ଛାତିରେ ହୃଦୟ ନାହିଁ
ଚାହିଁଲେ ଭୁଲିବାକୁ ଭୁଲି ପାରୁନି
ତୋ କଥା ମନେ ପଡୁଛି

ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି

ହୋ-ଓ-ହୋ-ଓ, ହୋ-ଓ-ଓ
ହୋ-ଓ-ହୋ, ହୋ-ହୋ-ହୋ

କଥା ଦେଇଥିଲୁ ମଥା ମୋର ଛୁଇଁ
କଥା ରଖି ଲୁନି କହ କଣ ପାଇଁ ହାଏ?
ଜାଣି ମୁଁ ନଥିଲି ଏମିତି କରିବୁ
ଦିନ କେଇଟାରେ ତୁ ବଦଳି ଯିବୁ

ତୁ ଥିଲୁ ମୋ ଦୁନିଆ ମୋ ସୁନା ଧନ ହାଏ
ମନେ ପଡୁନି ତୋର ପୁରୁଣା ଦିନ
ତତେ ଝୁରି ରାତି ବିତୁଛି

ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି
ଆଜି ମୋ ହୃଦୟ କାନ୍ଦୁଛି

ହୋ-ଓ-ହୋ-ଓ, ହୋ-ଓ-ଓ
ହୋ-ଓ-ହୋ, ହୋ-ହୋ-ହୋ



Credits
Writer(s): Laxmi Ranjan Behera
Lyrics powered by www.musixmatch.com

Link