Mun Hi Mun Sabuthi

ମୁଁ ହିଁ ମୁଁ ସବୁଠି କିଏ ଅଛି ମୋ ପରି
ନିଦ ରୁ ସ୍ୱପ୍ନ କୁ କରିନେଇଛି ଚୋରି
ଡର ଡର ଆଖି କଥା କୁହେ ମୋ ଆସିବା ବାଟ ଚାହିଁ
ଥାଏ ଫେରିବାର ଦେଇ ପ୍ରତିଶ୍ରୁତି ଆସିଛି ମୁଁ,

ମୁଁ ହିଁ ମୁଁ ସବୁଠି କିଏ ଅଛି ମୋ ପରି
ନିଦ ରୁ ସ୍ୱପ୍ନ କୁ କରିନେଇଛି ଚୋରି

ନିଶବ୍ଦ ସାହରେ ଖଟିଚି ମୁଁ ଖଟନା
ବଦଳିଯାଇଛି ହସ ର ଠିକଣା,
ଅଧାଲେଖା ଗପ ର ସେ ନାୟକ ନାୟକ ନାୟକ,
ପୁରୁଣା କ୍ଷତ ଟେ ବିଶ୍ୱାସ ବୁଝେ ନା,
ପ୍ରତାରକ ଅବା ପ୍ରେମିକ ଟେ ସବୁ ଜାଣି ବି
ନୀରବ ରହେ ମନ ରେ କେତେଜେ ପ୍ରଶ୍ନ ନେଇ ଆସିଛି, ମୁଁ

ଛାଇ ଆଲୁଅ ର ଖେଳ ଚାଲିଛି
ହାରିସରିଥିବା ବାଜି ବି ଜିତିଛି
ମୋରି ନାମ କୁ ତଡି ନିଏ ହୃଦୟ ହୃଦୟ,
ନାଲି ଓଠ ର କଳା ରୂପ ଦେଖିଛି

ଅଦେଖା ଅଜଣା ଅତିଥି ଟେ
ବାଟବଣା ଗୋଟେ ପଥିକ ଟେ
ଛାତି ରେ ରୋଷ କୁ ଚାପି ଧରି ଆସିଛି, ମୁଁ

ମୁଁ ହିଁ ମୁଁ ସବୁଠି କିଏ ଅଛି ମୋ ପରି
ନିଦ ରୁ ସ୍ୱପ୍ନ କୁ କରିନେଇଛି ଚୋରି
ମୁଁ ହିଁ ମୁଁ, ମୁଁ ହିଁ ମୁଁ,
ମୁଁ ହିଁ ମୁଁ, ମୁଁ ହିଁ ମୁଁ



Credits
Writer(s): Sthita Pattanaik
Lyrics powered by www.musixmatch.com

Link