Rimjhim Rimjhim

ରିମଝିମ-ରିମଝିମ ଶ୍ରାବଣରେ
ଝିପିଝିପି-ଝିପିଝିପି ବରଷାରେ
ରିମଝିମ-ରିମଝିମ ଶ୍ରାବଣରେ
ଝିପିଝିପି-ଝିପିଝିପି ବରଷାରେ

ଭିଜନା ଗୋ ପ୍ରିୟେ, ମନ ଦୋହଲାଏ
ଭିଜନା ଗୋ ପ୍ରିୟେ, ମନ ଦୋହଲାଏ
ମନକୁ ମୋ ବୁଝେଇ ଦେ

ପହିଲି-ପହିଲି ମେଘୁଆ ପବନ
ଭିଜେଇ ଭିଜେଇ ଦେବ ତନୁ ମନ (ହୁମ୍-ହୁମ୍, ହେ-ହେ)
ପହିଲି-ପହିଲି ମେଘୁଆ ପବନ
ଭିଜେଇ ଭିଜେଇ ଦେବ ତନୁ ମନ

ଦିନସାରା ବସି ଲେଖୁଥିବି ଚିଠି
ଦିନସାରା ବସି ଲେଖୁଥିବି ଚିଠି
ତୁମକୁ ମୁଁ କେତେ ଭଲପାଏ

ଏଇମିତି ଶ୍ରାବଣଟା ସେଦିନ ତ ଆସିଥିବ
ଆମ ପ୍ରେମ-ଗପ ଶୁଣି କିଛି ଦୂରେ ରହିଥିବ
ଏଇମିତି ଶ୍ରାବଣଟା ସେଦିନ ତ ଆସିଥିବ
ଆମ ପ୍ରେମ-ଗପ ଶୁଣି କିଛି ଦୂରେ ରହିଥିବ

କହିବନି ପ୍ରିୟେ ମୁଁ କେତେ ଭଲପାଏ
କହିବନି ପ୍ରିୟେ ମୁଁ କେତେ ଭଲପାଏ
ଶୁଣିଦେଇ କାଳେ ଚାଲିଯିବ

ଭିଜା-ଭିଜା ତୁମ ଆଖି କେତେ କଥା କହିଯାଏ
ଏ ବରଷା ଆଖି ଛୁଇଁ ମନକୁ ବି ଓଦା କରେ
ଭିଜା-ଭିଜା ତୁମ ଆଖି କେତେ କଥା କହିଯାଏ
ଏ ବରଷା ଆଖି ଛୁଇଁ ମନକୁ ବି ଓଦା କରେ

ସବୁଦିନ, ସବୁବେଳେ ଶ୍ରାବଣଟା କହୁଥାଏ
ସବୁଦିନ, ସବୁବେଳେ ଶ୍ରାବଣଟା କହୁଥାଏ
ତୁମକୁ ମୁଁ କେତେ ଭଲପାଏ

ରିମଝିମ-ରିମଝିମ ଶ୍ରାବଣରେ
ଝିପିଝିପି-ଝିପିଝିପି ବରଷାରେ
ରିମଝିମ-ରିମଝିମ ଶ୍ରାବଣରେ
ଝିପିଝିପି-ଝିପିଝିପି ବରଷାରେ

ଭିଜନା ଗୋ ପ୍ରିୟେ, ମନ ଦୋହଲାଏ
ଭିଜନା ଗୋ ପ୍ରିୟେ, ମନ ଦୋହଲାଏ
ମନକୁ ମୋ ବୁଝେଇ ଦେ

ପହିଲି-ପହିଲି ମେଘୁଆ ପବନ
ଭିଜେଇ ଭିଜେଇ ଦେବ ତନୁ ମନ (ହୁମ୍-ହୁମ୍, ହେ-ହେ)
ପହିଲି-ପହିଲି ମେଘୁଆ ପବନ
ଭିଜେଇ ଭିଜେଇ ଦେବ ତନୁ ମନ

ଦିନସାରା ବସି ଲେଖୁଥିବି ଚିଠି
ଦିନସାରା ବସି ଲେଖୁଥିବି ଚିଠି
ତୁମକୁ ମୁଁ କେତେ ଭଲପାଏ



Credits
Writer(s): Rahul Dev Burman, Mukul Dutt
Lyrics powered by www.musixmatch.com

Link