Mate Pagala Karideichi

ମତେ ପାଗଳ କରିଦେଇଛି
ତୁମ ନୀଳଆଖି
ମତେ ପାଗଳ କରିଦେଇଛି
ତୁମ ନୀଳଆଖି

ନୀଳ ଆକାଶରେ ନୀତି
ଉଡ଼ିବୁଲେ ଦିନ ରାତି

ମୁଁ ଯେ ଏକ ପ୍ରେମପକ୍ଷୀ, ହୋ

ମତେ ପାଗଳ କରିଦେଇଛି
ତୁମ ନୀଳଆଖି
ମତେ ପାଗଳ କରିଦେଇଛି
ତୁମ ନୀଳଆଖି

ନୀଳ ଆକାଶ ଠାରୁ ଆହୁରି ନୀଳ
ତୁମ ଆଖି ଢ଼ଳ-ଢ଼ଳ
ମେଘ ବରଷା ପରି ଅବୁଝା ଭାରି
ତୁମ ଲୁହ ଛଳ-ଛଳ, ନୀଳ

ନୀଳ ଆକାଶ ଠାରୁ ଆହୁରି ନୀଳ
ତୁମ ଆଖି ଢ଼ଳ-ଢ଼ଳ
ମେଘ ବରଷା ପରି ଅବୁଝା ଭାରି
ତୁମ ଲୁହ ଛଳ-ଛଳ

ଲୁହ ଝରିଲେ ତୁମର
ଲହୁ ଝରିଯାଏ ମୋର

ତୁମ ଆଖି ଦିଏ ସାକ୍ଷୀ, ହୋ

ମତେ ପାଗଳ କରିଦେଇଛି
ତୁମ ନୀଳଆଖି
ମତେ ପାଗଳ କରିଦେଇଛି
ତୁମ ନୀଳଆଖି

ନୀଳ ଦରିଆଠାରୁ ଆହୁରି ନୀଳ
ତୁମ ପ୍ରେମ ନୀଳଜଳ ଢେଉ
ଲହରୀ ପରି ଅଧିରା ଭାରି
ତୁମ ମନ ଟଳମଳ

ନୀଳ ଦରିଆଠାରୁ ଆହୁରି ନୀଳ
ତୁମ ପ୍ରେମ ନୀଳଜଳ ଢେଉ
ଲହରୀ ପରି ଅଧିରା ଭାରି
ତୁମ ମନ ଟଳମଳ

ମନ ମାନିଲେ ତୁମର
ମନ ମାନିଯାଏ ମୋର

ନୂଆଗୀତ ହୁଏ ଲେଖି, ହୋ

ମତେ ପାଗଳ କରିଦେଇଛି
ତୁମ ନୀଳଆଖି
ମତେ ପାଗଳ କରିଦେଇଛି
ତୁମ ନୀଳଆଖି

ନୀଳ ଆକାଶରେ ନିତି
ଉଡ଼ିବୁଲେ ଦିନରାତି

ମୁଁ ଯେ ଏକ ପ୍ରେମପକ୍ଷୀ, ହୋ

ମତେ ପାଗଳ କରିଦେଇଛି
ତୁମ ନୀଳଆଖି

ତୁମ ନୀଳଆଖି
ତୁମ ନୀଳଆଖି



Credits
Writer(s): Arun Kumar Mantri
Lyrics powered by www.musixmatch.com

Link