Kali Nathile Kagajare

କାଳି ନଥିଲେ କାଗଜରେ କଲମ ଚାଲେନା
(କାଳି ନଥିଲେ କାଗଜରେ କଲମ ଚାଲେନା)

ଶାଳୀ ନଥିଲେ ଶଶୁର ଘର
(ଶାଳୀ ନଥିଲେ ଶଶୁର ଘର)
ଭଲ ଲାଗେନା

ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା
(ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା)

ସୁହାଗ ଯଦି ନଥାଏ ତାର
(ସୁହାଗ ଯଦି ନଥାଏ ତାର)
ଭଲ ଲାଗେନା (ଲାଗେନା)

(କାଳି ନଥିଲେ କାଗଜରେ କଲମ ଚାଲେନା)
(ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା)

ହଉ ଶାବନି, ହଉ ସେ କାଳି
ଘରଣୀର ଅଧା ଶାଳୀ
ଘରଣୀ ସିନା କରଇ କଳି
ଶାଳୀ ଦିଏ ପ୍ରେମ ଢାଳି

ହାଁ, ହଉ ଶାବନି, ହଉ ସେ କାଳି
ଘରଣୀର ଅଧା ଶାଳୀ
ଘରଣୀ ସିନା କରଇ କଳି
ଶାଳୀ ଦିଏ ପ୍ରେମ ଢାଳି

ମହୁ ନଥିଲେ ମହୁମାଛି ଫୁଲରେ ବସେନା
(ମହୁ ନଥିଲେ ମହୁମାଛି ଫୁଲରେ ବସେନା)

ମଧୁର କଥା ନ କହେ ଯେବେ
(ମଧୁର କଥା ନ କହେ ଯେବେ)
ଭଲ ଲାଗେନା (ଲାଗେନା)

(କାଳି ନଥିଲେ କାଗଜରେ କଲମ ଚାଲେନା)
(ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା)

ସୁନ୍ଦରୀ ଯଦି ହେଲା ତ ଶାଳୀ, ଲୋଡ଼ାନାହିଁ ଯଉତୁକ
ପାଖରେ ବସି ଦେଲେ ସେ ହସି, ଲାଗେ ଭାରି କଉତୁକ
(ହଁ, ସୁନ୍ଦରୀ ଯଦି ହେଲା ତ ଶାଳୀ, ଲୋଡ଼ାନାହିଁ ଯଉତୁକ)
(ପାଖରେ ବସି ଦେଲେ ସେ ହସି, ଲାଗେ ଭାରି କଉତୁକ)

ଜହ୍ନ ନଥିଲେ ପୁନେଇ ରାତି, ସୁନ୍ଦର ଦିଶେନା
(ଜହ୍ନ ନଥିଲେ ପୁନେଇ ରାତି, ସୁନ୍ଦର ଦିଶେନା)

ମନ ନଥିଲେ ସାଳି ପାଖରେ
(ମନ ନଥିଲେ ସାଳି ପାଖରେ)
ମନ ମାନେନା (ମାନେନା)

କାଳି ନଥିଲେ କାଗଜରେ କଲମ ଚାଲେନା
(କାଳି ନଥିଲେ କାଗଜରେ କଲମ ଚାଲେନା)

ଶାଳୀ ନଥିଲେ ଶଶୁର ଘର
(ଶାଳୀ ନଥିଲେ ଶଶୁର ଘର)
ଭଲ ଲାଗେନା (ଲାଗେନା)

ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା
(ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା)

ସୁହାଗ ଯଦି ନଥାଏ ତାର
(ସୁହାଗ ଯଦି ନଥାଏ ତାର)
ଭଲ ଲାଗେନା (ଲାଗେନା)

(କାଳି ନଥିଲେ କାଗଜରେ କଲମ ଚାଲେନା)
(ଚିନି ନଥିଲେ ଚାହା କେବେ ସୁଆଦ ଲାଗେନା)
(ମହୁ ନଥିଲେ ମହୁମାଛି ଫୁଲରେ ବସେନା)
(ଜହ୍ନ ନଥିଲେ ପୁନେଇ ରାତି, ସୁନ୍ଦର ଦିଶେନା)



Credits
Writer(s): Prem Anand
Lyrics powered by www.musixmatch.com

Link