Sunjara O Mahiya

सुन ज़रा, ਓ, ਮਾਹੀਆ
ଏ ମନ ଖୋଜୁଛି ଆ ଥରେ
सुन ज़रा, ਓ, ਮਾਹੀਆ
ଏ ମନ ଖୋଜୁଛି ଆ ଥରେ

ଅଧାରେ ଥିଲା ଯଉଠି ପ୍ରେମ
ସେଇଠି ଅଛି ମୁଁ ଆ ଥରେ

ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଯଉ ବର୍ଷା ଥିଲା ଅଧା, ଆଜି ପୁଣି କରେ ଓଦା
ପଶି ଆସି ଏଇ ମନ ଝରକା ବାଟେ

କିଛି ଦିନ ଚୁପ ରହି ପବନ ଦେଲା ତ ଛୁଇଁ
ଛାତିତଳେ ହେଇଗଲା କଣ ଗୋଟେ

ଅଧାରେ ଥିଲା ଯଉଠି ବାଟ
ସେଇଠି ଅଛି ମୁଁ ଆ ଥରେ

ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଯଉ ସ୍ବପ୍ନ ଅଧା ଦେଖା ଥିଲା ଭାରି ଏକା-ଏକା
ଆଜି ପୁଣି ସେଇ ସ୍ବପ୍ନ ଆଖିକୁ ଡାକେ

ହଁ, ଯଉ ଗପ ଅଧା ଲେଖା ଥିଲା ଦିନେ ଅନାମିକା
ନୂଆ ନାଁ ଦେଇ ଆଜି ସେ ଗପ ଲେଖେ

ଅଧାରେ ଥିଲା ଯଉଠି କଥା
ସେଇଠି ଅଛି ମୁଁ ଆ ଥରେ

ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ
ଏ ପ୍ରେମ ହେଇଯିବ ପୁଣିଥରେ



Credits
Writer(s): Arun Kumar Mantri
Lyrics powered by www.musixmatch.com

Link