Bodadande Kollasrimukha

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ

ସଂସାରରେ ଯେତେ ଘଟଣା ଘଟଇ
ନୁହେଁ କି ତୁମରି ନାଟ?
ସଂସାରରେ ଯେତେ ଘଟଣା ଘଟଇ
ନୁହେଁ କି ତୁମରି ନାଟ?

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
କିଏ ନାଚୁଥାଏ, କିଏ ଡେଉଁଠାଏ
କିଏ କାନ୍ଦୁଥାଏ, କିଏ ହସୁଥାଏ

ତତେ ପାଇବାକୁ କେ ଛଟପଟ
ତତେ ପାଇବାକୁ କେ ଛଟପଟ
ନୁହେଁ କି ତୁମରି ନାଟ?

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ଜଣେ ଖାଏ ମିଠା, ଜଣେ ଖାଏ ଖଟା
ଜଣେ ଖାଏ ଶାଗ, ଜଣେ ରାଜଭୋଗ

କ୍ଷୁଧାରେ କାହାର ଶୁଖଇ ପେଟ
କ୍ଷୁଧାରେ କାହାର ଶୁଖଇ ପେଟ
ନୁହେଁ କି ତୁମରି ନାଟ?

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
କିଏ ହୁଏ ସୂତ୍ର, କିଏ ହୁଏ ମିତ୍ର
କିଏ ବାପ ପୁଅ, କିଏ ମା ଝିଅ

ତୁମରି ବିଚିତ୍ର ଦୁନିଆଁ ହାଟ
ତୁମରି ବିଚିତ୍ର ଦୁନିଆଁ ହାଟ
ନୁହେଁ କି ତୁମରି ନାଟ?

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି ତୁମେ ତ ବଡ଼ ଲମ୍ପଟ
ତୁମେ ଏକା ଶ୍ରେଷ୍ଠ, ତୁମେ ଏକା ଜ୍ୟେଷ୍ଠ
ତୁମେ ବଳବନ୍ତ, ତୁମେ ହିଁ ଅନନ୍ତ

ଦେଖାଅ ଠାକୁର ମୁକତି ବାଟ
ଦେଖାଅ ଠାକୁର ମୁକତି ବାଟ
ନୁହେଁ କି ତୁମରି ନାଟ?

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ

ସଂସାରରେ ଯେତେ ଘଟଣା ଘଟଇ
ନୁହେଁ କି ତୁମରି ନାଟ?
ସଂସାରରେ ଯେତେ ଘଟଣା ଘଟଇ
ନୁହେଁ କି ତୁମରି ନାଟ?

ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ
ହେ ଶ୍ରୀହରି, ତୁମେ ତ ବଡ଼ ଲମ୍ପଟ



Credits
Writer(s): Vaishnav Deva, Mukanda Naik, Chudamani
Lyrics powered by www.musixmatch.com

Link