Gori Tora Hot Jawani

ଗୋରୀ ତୋର ମସ୍ତ୍ ଚାଲି, hot जवानी
ପାଗଳ କଲା ମୋତେ ତୋ ଚାହାଣି
ଗୋରୀ ତୋର ମସ୍ତ୍ ଚାଲି, hot जवानी
ପାଗଳ କଲା ମୋତେ ତୋ ଚାହାଣି

ଗୋଲାପୀ ଓଠକୁ ହଳଦୀ ମୁହଁ ଲୋ
ଗୋଲାପୀ ଓଠକୁ ହଳଦୀ ମୁହଁ ଲୋ
ଲାଗୁଛୁ, ଲାଗୁଛୁ, ଲାଗୁଛୁ ଯେମିତି ସୁନା-ହରିଣୀ

ଗୋରୀ ତୋର, ଗୋରୀ ତୋର, ଗୋରୀ ତୋର ମସ୍ତ୍ ଚାଲି, hot जवानी
ପାଗଳ କଲା ମୋତେ ତୋ ଚାହାଣି
ପାଗଳ କଲା ମୋତେ ତୋ ଚାହାଣି

ହସରୁ ତୋହର ଝରୁଛି ମୁକୁତା
କୋଇଲିଠୁ ମିଠା ତୋର ପଦେ କଥା
ହେ, ଗଭାରେ ନାଇଛୁ ଲୋ ଗଜରା ନାଲି
ରୂପ, ରଙ୍ଗ ତୋର ସୁନେଲି ସୁନେଲି

ଫୁଲର ବାସ୍ନା ତୁ, ଜହ୍ନର ଜ୍ୟୋସ୍ନା ଲୋ
ଫୁଲର ବାସ୍ନା ତୁ, ଜହ୍ନର ଜ୍ୟୋସ୍ନା ଲୋ
ହେଇଯା, ହେଇଯା, ହେଇଯା ତୁ ମୋ ହୃଦୟ-ରାଣୀ

ଗୋରୀ ତୋର, ଗୋରୀ ତୋର, ଗୋରୀ ତୋର ମସ୍ତ୍ ଚାଲି, hot जवानी
ପାଗଳ କଲା ମୋତେ ତୋ ଚାହାଣି
ପାଗଳ କଲା ମୋତେ ତୋ ଚାହାଣି

ନେଇଯା ମୋ ମନ, ଦେଇଯା ତୋ ମନ
ତୋବିନା ଅଥୟ ହୁଏ ମୋ ଜୀବନ
ହେ, ଖୋଲା ଅଛି ମୋର ହୃଦୟ ନର
ଗଢ଼ିଦେ ତୁ ଆସି ପ୍ରେମର ମନ୍ଦିର

ମେଘୁଆ କେଶକୁ ମୋହିନୀ-ବେଶ ଲୋ
ମେଘୁଆ କେଶକୁ ମୋହିନୀ-ବେଶ ଲୋ
ତୋବିନା, ତୋବିନା, ତୋବିନା ଆଉ ମୁଁ ରହି ପାରୁନି

ଗୋରୀ ତୋର, ଗୋରୀ ତୋର, ଗୋରୀ ତୋର ମସ୍ତ୍ ଚାଲି, hot जवानी
ପାଗଳ କଲା ମୋତେ ତୋ ଚାହାଣି
ପାଗଳ କଲା ମୋତେ ତୋ ଚାହାଣି
ପାଗଳ କଲା ମୋତେ ତୋ ଚାହାଣି



Credits
Writer(s): Chiku, Subas Sethi
Lyrics powered by www.musixmatch.com

Link