Maunabati

ଆରେ ଦିଲ୍ ଟା ମୋର ଚଗଲା
ଏ ଦୁଷ୍ଟାମୀ ଟିକେ କରେ
ମନଟା ମୋର ବଗଲା
ଏ ପ୍ରଜାପତି ପରି ଉଡେ
ଆରେ ଦିଲ୍ ଟା ମୋର ଚଗଲା
ଏ ଦୁଷ୍ଟାମୀ ଟିକେ କରେ
ମନଟା ମୋର ବଗଲା
ଏ ପ୍ରଜାପତି ପରି ଉଡେ

ଆଲୋ ରାଗିଯାଉଛୁ ରୁଷିଯାଉଛୁ କାଇଁ ଏମିତି
ଆଲୋ ମୋର ମଉନାବତି ଆଲୋ ମୋର ମଉନାବତି

୪୪୦ଭୋଲ୍ଟ ତତେ ଛୁଇଁବା ମନା
ନଛୁଇଁ କି ମନ ମୋର ରହିପାରେନା

ହାୟେ କାହିଁକିଲୋ ତୁ ଏତେ କରୁ ହାଙ୍ଗାମା
ମୁଁ ତୋର ଆସିକ୍ ମୁଁ ତୋ ଦିୱାନା
ଆଲୋ ମୁହଁକୁ ମୋଡ଼ି ଗୋଡ଼କୁ ଛାଟି ଯାଆ ନି ଏମିତି,
ଆଲୋ ମୋର ମଉନାବତି ଆଲୋ ମୋର ମଉନାବତି

ତୋ ଓଠ ଗୁଲାବି ନେନସରାବି କରେ ହାଙ୍ଗାମା
ତୁ ଚାଲିଲେ ବାଟରେ ଫୁଟେଲୋ ବୋମା
ଆଲୋ ମୁଁ ରୋମିଓ ନୁହେଁ ଦୁଷ୍ଟ ନୁହେଁ ଭୁଲ୍ ବୁଝନା
ଏଇ ଛାତି ରେ ଲେଖା ଅଛି ତୋରି ନାଆଁ

ଆଲୋ ତୋରି ବିନା ମୋ ଜୀବନ ଅନ୍ଧାରରାତି
ଆଲୋ ମୋର ମଉନାବତି ଆଲୋ ମୋର ମଉନାବତି



Credits
Writer(s): Amar Sanjib
Lyrics powered by www.musixmatch.com

Link