O Mere Sanam

ଓ, ଓ, ଓ, ଓ
ଓ, ଓ, ଓ, ଓ
ଓ, ଓ, ଓ, ଓ, ଓ
ଓ, ଓ, ଓ, ଓ
ଓ, ଓ, ଓ, ଓ
ଓ, ଓ, ଓ, ଓ, ଓ

ତୋ ପ୍ରେମରେ ଭିଜିବାକୁ ଚାହୁଁଥିଲି, ତୁ ମୋତେ ଲୁହ ଦେଲୁ
ତୋ ସାଥିରେ ଚାଲିବାକୁ ଚାହୁଁଥିଲି, ତୁ ହାତ ଛାଡ଼ିଦେଲୁ

ଏମିତି କାହିଁକି ତୁ କଲୁ?

ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम

ନିଶ୍ୱାସରେ ମୁଁ ରଖିଛି ତୋତେ, ତୁ ଅଛୁ ବୋଲି ମୁଁ ଅଛି
କେମିତି କହ ଭୁଲିବି ତୋତେ, ତୋ ବିନା ମୁଁ ମରିଯିବି
ହୋ, ହୃଦୟରେ ମୁଁ ଲେଖିଛି ତୋ ନାଁ, ମନ ମୋ ତୋତେ ଖୋଜୁଛି
ଉପରେ ସିନା ହସୁଛି ହେଲେ, ହୃଦୟ ମୋର କାନ୍ଦୁଛି

ତୋ ପ୍ରେମରେ ହଜିବାକୁ ଚାହୁଁଥିଲି, ତୁ ମୋତେ ଭୁଲିଗଲୁ

ଏମିତି କାହିଁକି ତୁ କଲୁ?

ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम

ଏମିତି ଭଲ ପାଇଲି ତୋତେ, କାହିଁକି ବୁଝିଲୁ ନାହିଁ?
କେମିତି ତୋତେ ବୁଝେଇବି ମୁଁ? ସ୍ପନ୍ଦନ ଚାଲେ ତୋପାଇଁ
ହୋ, ତୁ ସିନା ଭୁଲି ଯାଇଛୁ, ମୁଁ ତୋତେ ପାରୁନି ଭୁଲି, ହୋ
ଠକିଦେଲୁ ତୁ ମୋତେ ପ୍ରେମରେ, ପାଗଳ ତୋପାଇଁ ହେଲି

ତୋ ପ୍ରେମରେ ଜିଇଁବାକୁ ଚାହୁଁଥିଲି, ତୁ ମୋତେ ଧୋକା ଦେଲୁ

ଏମିତି କାହିଁକି ତୁ କଲୁ?

ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम
ओ, मेरे सनम, ओ, मेरे सनम



Credits
Writer(s): Jn Padma, Nilu
Lyrics powered by www.musixmatch.com

Link