Chale Aji Bou Ku Kahibu

ହେ ମା, ହେ ମା
ଲଗେଇଦେଲା...
ହେ ମା, ହେ ମା
ସାରିଦେଲା...

ହେ ମା, ହେ ମା
ଲଗେଇଦେଲା...
ହେ ମା, ହେ ମା
ସାରିଦେଲା...

ଘଷି-ଘଷି ଦେହ ସାରା ତାକୁ କରିଛୁ ପୁରା ପତଳା
ଘଷି-ଘଷି ଦେହ ସାରା ତାକୁ କରିଛୁ ପୁରା ପତଳା
ମାଗେଣା ପାଇଲେ ପୁରା ଗୋଟା କିଣିବୁ

ଚାଲ ଆଜି ଘରକୁ ତୋର, ବୋଉକୁ କହିବୁ
ପୁରୁଣାଟା ନେଇଯା, ମୋତେ ନୂଆ ସାବୁନ ଦବୁ
ଚାଲ ଆଜି ଘରକୁ ତୋର, ବୋଉକୁ କହିବୁ
ପୁରୁଣାଟା ନେଇଯା, ମୋତେ ନୂଆ ସାବୁନ ଦବୁ
ହେ ମା, ହେ ମା
ଲଗେଇଦେଲା...
ହେ ମା, ହେ ମା
ସାରିଦେଲା...

ଆରେ, ସହରଟା ସାରି ଖାଲି ତୋହରି ଚର୍ଚ୍ଚା
ଯୁଆଡେ ଯାଉ ତୋ ସାଥେ ଘୁରନ୍ତି ଟୋକା
ଟିକେ ଟିକେ ହସିଦେଇ, ମିଠା କଥା କହି-କହି କରୁଛୁ ବୋକା

ହଁ, ସହରଟା ସାରି ଖାଲି ତୋହରି ଚର୍ଚ୍ଚା
ଯୁଆଡେ ଯାଉ ତୋ ସାଥେ ଘୁରନ୍ତି ଟୋକା
ଟିକେ ଟିକେ ହସିଦେଇ, ମିଠା କଥା କହି-କହି କରୁଛୁ ବୋକା

ଏଣୁ-ତେଣୁ ବୋଳି-ବାଳି କରୁ ଚେହେରାଟାକୁ ନକଲି
ଏଣୁ-ତେଣୁ ବୋଳି-ବାଳି କରୁ ଚେହେରାଟାକୁ ନକଲି
ମାଗେଣା ପାଇଲୁ ବୋଲି ସବୁ ବୋଳିବୁ

ଚାଲ ଆଜି ଘରକୁ ତୋର, ବୋଉକୁ କହିବୁ
ପୁରୁଣାଟା ନେଇଯା, ମୋତେ ନୂଆ cream ଦବୁ
ଚାଲ ଆଜି ଘରକୁ ତୋର, ବୋଉକୁ କହିବୁ
ପୁରୁଣାଟା ନେଇଯା, ମୋତେ ନୂଆ cream ଦବୁ
ହେ ମା, ହେ ମା
ଲଗେଇଦେଲା...
ହେ ମା, ହେ ମା
ସାରିଦେଲା...

ଆରେ, ସକାଳଟା ଯେବେ ତୋର ହୁଏ ଫର୍ଚ୍ଚା
ଯୁଆଡେ ଯାଉ ତୁ ହୁକ ପକାନ୍ତି ଟୋକା
Tiktok app ଧରି, ଆଖି ଟିକେ ମାରିଦେଇ ମାରୁଛୁ ଛକା

ଆରେ, ସକାଳଟା ଯେବେ ତୋର ହୁଏ ଫର୍ଚ୍ଚା
ଯୁଆଡେ ଯାଉ ତୁ ହୁକ ପକାନ୍ତି ଟୋକା
Tiktok app ଧରି, ଆଖି ଟିକେ ମାରିଦେଇ ମାରୁଛୁ ଛକା

ହଁ, Glossy-glossy ଓଠ ତୋର ଲାଗେ, ଭୁତୁଣୀ ପରି ତୋ ମୁହଁ
Glossy-glossy ଓଠ ତୋର ଲାଗେ, ଭୁତୁଣୀ ପରି ତୋ ମୁହଁ
ମାଗେଣା ପାଇଲୁ ବୋଲି ସବୁ ମାଖିବୁ

ଚାଲ ଆଜି ଘରକୁ ତୋର, ବୋଉକୁ କହିବୁ
ପୁରୁଣାଟା ନେଇଯା, ମୋତେ lip-balm ଦବୁ
ଚାଲ ଆଜି ଘରକୁ ତୋର, ବୋଉକୁ କହିବୁ
ପୁରୁଣାଟା ନେଇଯା, ମୋତେ lip-balm ଦବୁ
ହେ ମା, ହେ ମା (ମା)
ହେ ମା, ହେ ମା (ଏ ମା)
ମାରିଦେଲା...



Credits
Writer(s): Abhiram Sahoo
Lyrics powered by www.musixmatch.com

Link