Ilu Ilu Illala

ଆରେ ପୁଅ ଲୋ, ତୋ ପାଇଁ ଗୋଟେ ଭଲ ଗାଁ ଝିଅର ପ୍ରସ୍ତାବ୍ ଆସିଛି
ଟିକେ ଦେଖିକି କହିଲୁ ମୋତେ
ଆରେ ମା, କଣ ଏମିତି ଗାଁ-ଝିଅ, ଗାଁ-ଝିଅ, ହଉଛୁ କହିଲୁ
ଗାଁ ଝିଅରେ ଏମିତି କଣଟା ଅଛି ଯେ?
ହଉ ମା ତୁ phone ରଖ୍, ମୁଁ ପରେ କଥା ହଉଛି
ଆରେ ଆରେ କଣ ହେଇଛି କି?
ଦେଖିଆ, ଇସି!
ଦିଅ ମୁଁ ଧୋଇ ଦଉଛି
ମୁଁ ତମ ସହାଯ୍ୟ କଲି, ମୋତେ ଟିକେ ଘର ପାଖରେ ଛାଡି ଦିଅନା
ଆସ

ସାସାସାସାସାସାସାସା-ନିସା-ନିସା-ନିସା-ନିସା
ସାସାସାସାସାସାସାସା-ନିସା-ନିସା-ନିସା-ନିସା

ମୋ ଘରର ଆଇନାରେ କେବେଠୁ ଲାଗିବ କହ
ତୋ ମଥାର ନାଲି ବିନ୍ଦିଆ?
ତୋ ମଥାର ନାଲି ବିନ୍ଦିଆ?

ତୋ ଆଖିରେ ଉଡ଼ିଲେ ରେ
ରାତିରେ ହଉନି ନିଦ
ହଜେଇଲୁ ମୋର ନିନ୍ଦିଆ
ହଜେଇଲୁ ମୋର ନିନ୍ଦିଆ

ଛାତିର ପାଉଁଜି ତୋର ନିଦ ହଜେଇଲା ମୋର
ଛାତି ଭିତରେ ଛୁରୀ ମାରିଦେଲା
ମନ ମୋର ହଜିଗଲା, ପାଦ ମୋର ଖସିଗଲା
ଚାହୁଁ-ଚାହୁଁ ବୋଧେ ପ୍ରେମ ମୋତେ ହେଇଗଲା, ଗଲା, ଗଲା, ଗଲା

ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଟୋକା ଚମକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଝିଅ ଛିଟକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଟୋକା ଚମକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଝିଅ ଛିଟକିଲା

ତୁ ଯେବେ ଆସୁ, ମୋତେ ଦେଖି ହସୁ
ଭାବନାରେ romance ହୁଏ सुरु
ତତେ ଯେବେ ଚାହେଁ, କିଛି-କିଛି ହୁଏ
ଇଶାରାରେ ତୁ ଏମିତି ଜାଳି ମାରୁ

ସୁନା କାନଫୁଲ ତୋର
ସ୍ୱପ୍ନ ଚୋରେଇଲା ମୋର
ଆଖି ଆଖିରେ ତୀର ମାରିଦେଲା
ବଜେଇଲୁ ପ୍ରେମ ତୁରୀ
ନଜରରେ ଦେଲୁ ଚିରି
ଧୀରେ-ଧୀରେ ମନ ତୋ ପାଖେ ଫସିଗଲା, ଗଲା, ଗଲା, ଗଲା

ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଟୋକା ଚମକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଝିଅ ଛିଟକିଲା
ଇଲୁ-ଇଲୁ ଇଲ୍ଲାଲା
ହେଇରେ ଟୋକା ଚମକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଝିଅ ଛିଟକିଲା

ଜାଣିହେଲା ନାହିଁ କେବେ ଏଇ ପ୍ରେମ
ତୋ ପାଖକୁ ମୋତେ ଡ଼ାକି ନେଇଗଲା
କଥା ମୋର ମାନି ରାଜି ହେଇଗଲୁ
ତୋର ମୋର ଯୋଡ଼ି ପୁରା ଜମିଗଲା

ଛାଡ଼ିବନି ଏଇ ରଙ୍ଗ
ଲଗେଇ ଦେଇଚି ଦାଗ
ମନ ଖୋଜେ ମନ ମଣିଷଟେ ପାଇଗଲା
ମୋ କଥାରେ ଆଜି ହେଇଗଲୁ ତୁ ରାଜି
ଯୋଡ଼ି ଆମର ପୁରା ଜମିଗଲା, ଗଲା, ଗଲା, ଗଲା

ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଝିଅ ଛିଟକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଟୋକା ଚମକିଲା
ଇଲୁ-ଇଲୁ-ଇଲୁ ଇଲ୍ଲାଲା
ହେଇରେ ଝିଅ ଛିଟକିଲା
ଇଲୁ-ଇଲୁ ଇଲ୍ଲାଲା
ହେଇରେ ଟୋକା ଚମକିଲା

ଆଉ ତମକୁ ଆମ ଗାଁ କେମିତି ଲାଗିଲା?
ବହୁତ୍ ଭଲ ଲାଗିଲା
ଦେଖିଲ ତ ଆମ ଗାଁ କେତେ ନିଆଁରା
ଆଉ ପୁଣି କେବେ ଆସିବ?
ଆସିବି, ବହୁତ୍ ସିଘ୍ର ଆସିବି
ଆଉ ଏଥର ଏକଲା ଯିବିନି



Credits
Lyrics powered by www.musixmatch.com

Link