Ahista Ahista

आहिस्ता-आहिस्ता, ମିଳିଗଲା ବଞ୍ଚିବା ରାସ୍ତା
ଯେବେଠାରୁ ମିଲିଳୁ ତୁ ମତେ साजना
आहिस्ता-आहिस्ता, ମିଳିଗଲା ବଞ୍ଚିବା ରାସ୍ତା
ଯେବେଠାରୁ ଦେଖାହେଲୁ ମୋର बलमा

बलमा...
साजना...

ନିଦୁଆ ତୋ ଆଖିରେ ଦେଲୁ ଯେବେ ଦେଖି ରେ
ଦାଗ ଦେଲୁ ଛାତିରେ, ମନ ଗଲା ଲାଖି ରେ

ଛୋଟ ଏଇ ମନରେ ବାଛି ନେଲୁ ଜାଗାଟେ
ମିଠା-ମିଠା ଖୁସି ଦେଲୁ ରହିଗଲୁ ସବୁଦିନେ

କହିଦେ ଥରୁଟେ ହବୁନାହିଁ ବାଟବଣା
କରୁଥା ପ୍ରେମ ଏମିତି बेपानाह

आहिस्ता-आहिस्ता, ମିଳିଗଲା ବଞ୍ଚିବା ରାସ୍ତା

ଅଦିନରେ ବରଷା କାହିଁ ଆଜି ବର୍ଷୁଛି?
ମାନନିୟ ମନ ତଳେ ଚାପି ହେଇ ରହିଛି

ବୁଝୁନୁ କି ଆମ ପ୍ରେମ? ଇଶାରା ଏ ଦଉଛି
ଓଠ ଚୁପ୍ ରହିଲେ ବି ଆଖି ବୁଜି ଯାଉଛି

ପ୍ରକୃତି ବି କାହିଁ ଆଜି ଏତେ मेहरबान?
ଆ ଭଲ ପାଇବି ମୋ जान-ए-जान

आहिस्ता-आहिस्ता, ମିଳିଗଲା ବଞ୍ଚିବା ରାସ୍ତା
ଯେବେଠାରୁ ମିଲିଳୁ ତୁ ମତେ साजना
ହଁ, आहिस्ता-आहिस्ता, ମିଳିଗଲା ବଞ୍ଚିବା ରାସ୍ତା
ଯେବେଠାରୁ ଦେଖାହେଲୁ ମୋର बलमा

बलमा...
साजना...



Credits
Lyrics powered by www.musixmatch.com

Link