Piya O Piya

ହାଏ ହାଏରେ साथिया
କଲୁ ଏକି ତୁ କିମିଆଁ?
ତତେ ପାଖରେ ପାଇ ମୁଁ
ଭୁଲିଗଲି ଏ ଦୁନିଆଁ

ହାଏ ହାଏରେ साथिया
କଲୁ ଏକି ତୁ କିମିଆଁ?
ତତେ ପାଖରେ ପାଇ ମୁଁ
ଭୁଲିଗଲି ଏ ଦୁନିଆଁ

ମିଠା-ମିଠା ହାଏ, ଏ शरारत ତୋର
ହଲଚଲ କରୁଚି ଏଇ ଛାତି ମୋର
ମିଠା-ମିଠା ହାଏ, ଏ शरारत ତୋର
ହଲଚଲ କରୁଚି ଏଇ ଛାତି ମୋର

ସାମ୍ନାରେ ଯେବେ ଭେଟୁଛି ତତେ
ହଜିଯାଏ ସାଥି ମୁଁ ତୋ ପ୍ରେମରେ

ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ (ପ୍ରିୟାରେ)
ବନିଗଲୁ ମୋ ଦୁନିଆ ରେ
ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ
ବନିଗଲୁ ମୋ ଦୁନିଆ ରେ

मौसम ये इश्क़ ର करे बेकरार
हौले-हौले ବଢ଼ିଯାଏ दिल ର रफ़्तार
ହଁ, ତୋ ପ୍ରେମର ଛିଟା ଭାରି ଲାଗୁଚି ମିଠା
हर पल ଭାବେ ମନ ତୋରି କଥା

ଭାବୁଛି ସାଥି ମୁଁ ତତେ
ନିଜଠୁ ନିଜର କାଇଁ ଲାଗୁ ଏତେ ରେ?

ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ (ପ୍ରିୟାରେ)
ବନିଗଲୁ ମୋ ଦୁନିଆ ରେ
ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ
ବନିଗଲି ତୋ ଦୁନିଆରେ

इजाज़त खुदा ଠୁ ମାଗି ଆଣିଚି ମୁଁ
ସବୁ ଜନମରେ ତୋର ସାଥି ମୁଁ ହବାକୁ
ଚାହେଁନା ମୁଁ କିଛି ପାଖରେ ଥିଲେ ତୁ
ତୋ ପ୍ରେମକୁ खुदा ମୋର ମାନିନେଇଛି

ହାଏ ରେ ତୋର बेपनाह इश्क़
हौले-हौले ଜିଇଁବାର नशा ହେଲା ରେ

ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ
ବନିଗଲୁ ମୋ ଦୁନିଆ ରେ
ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ
ବନିଗଲୁ ମୋ ଦୁନିଆ ରେ

ପ୍ରିୟା ଓ ପ୍ରିୟା, ଓ ପ୍ରିୟା ରେ
ବନିଗଲି ତୋ ଦୁନିଆରେ



Credits
Lyrics powered by www.musixmatch.com

Link