Chori Chori Chupke Chupke

ହଲଚଲ୍ ହୁଏ ହୃଦୟରେ, ଯେବେ ଆସୁ ସପନରେ
पल-पल ପାଏ ନିରଳାରେ, ତତେ କାହିଁ ମୋ ପାଖରେ?

ତୁ ଅସିଯା ମୋ ଜୀବନରେ
ତୁ ଅସିଯା ମୋ ଜୀବନରେ

चोरी-चोरी, चुपके-चुपके
चोरी-चोरी, चुपके-चुपके
चोरी-चोरी, चुपके-चुपके
चोरी-चोरी, चुपके-चुपके

ତୋ'ବିନା ଏଇ ମୋ ଜୀବନ, ଲାଗୁଛି ଆଜି କାଇଁ ଅଧୁରା?
ମୋ ମନ ଖୋଜୁଛି କେବଳ, ଚୁଲବୁଲି ତୋ ହସ ନିଆଁରା

ମୁଁ ବିଭୋର ତୋ ମହକରେ
ମୁଁ ବିଭୋର ତୋ ମହକରେ

चोरी-चोरी, चुपके-चुपके
चोरी-चोरी, चुपके-चुपके
चोरी-चोरी, चुपके-चुपके
चोरी-चोरी, चुपके-चुपके

ସାଗର ସାଜିଛି ତୋ'ପାଇଁ, ମିଶିଯା ହେଇ ମୋ'ଠି ଝରଣା
ହୃଦୟେ ପିନ୍ଧିଦେ ମୋ ପ୍ରେମ, ଯେମିତି ହୀରା, ମୋତି, ଗହଣା

ହୁଏ ଅଧିର ତୋ ପରଶରେ
ହୁଏ ଅଧିର ତୋ ପରଶରେ

चोरी-चोरी, चुपके-चुपके
चोरी-चोरी, चुपके-चुपके
चोरी-चोरी, चुपके-चुपके
चोरी-चोरी, चुपके-चुपके



Credits
Writer(s): Sushil Dalai
Lyrics powered by www.musixmatch.com

Link