Puja Kalu Kam

ଦୁନିଆଁ ଗଢ଼ିଲି ନିଜେ
ଆଜି ମୋ ଠିକଣା ଖୋଜେ
ସଭିଙ୍କ ଭାଗ୍ୟ ଲେଖିଲି
ମୋ ଭାଗ୍ୟ ଲୁହରେ ଭିଜେ

ସ୍ବାର୍ଥରେ ମଣିଷ ଦିଏ ଫୁଲମାଳି
ସ୍ବାର୍ଥ ସରିଗଲେ ଦିଏ କେତେ ଗାଳି
ମୁଁ କାଳେ ଚୋର, ଠକ, ମିଛ ର ଗୁଲାମ୍

ହାଏରେ ମଣିଷ, ହାଏରେ ମଣିଷ
ଦେଲୁ କି इनाम?

ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम

ଯିଏ ଯାହା କଲା
ମୋ ଦୋଷ ହେଲା
ମୁଁ ହେଲି ଉଦାହରଣ

ଗୀତା ହେଲା ଆଜି
ଗୀତ ବହି ଖଣ୍ଡେ
ଖୋଜି ପାଉନି କାରଣ

ଭାବ ମୁଁ ଯୋଡ଼ିଲି କେତେ ବିଶ୍ୱାସରେ
ସେ ବିଶ୍ଵାସ ଭାଙ୍ଗୁ ପ୍ରତି ନିଃଶ୍ୱାସରେ
ଲଗେଇ ମୋ ନାଁ ରେ ମିଛ इल्जाम

ହାଏରେ ମଣିଷ, ହାଏରେ ମଣିଷ
ଦେଲୁ କି इनाम

ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम

ମୁଁ ଦେଲି ତତେ ମଣିଷ ଜନମ
ତୁ ମୋତେ ଦେଲୁ ଭଣ୍ଡେଇ
ତୋ ପାଇଁ ଗୋଟେ ମୁଁ ମାଟି କି ପଥର
ତୋ ହାତ କାଠ କଣ୍ଢେଇ

ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର
ଜାଣେନା ଆଜି ମୁଁ କଉଠି ମୋ ଘର
ରାସ୍ତାରେ ବିକୁ ତୁ ମତେ କରି ତୁ नीलाम

ହାଏରେ ମଣିଷ, ହାଏରେ ମଣିଷ
ଦେଲୁ କି इनाम

ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम
ପୂଜା କଲୁ କମ୍
କଲୁ ବେଶୀ बदनाम



Credits
Writer(s): Malaya Mishra, Nirmal Nayak
Lyrics powered by www.musixmatch.com

Link