Dhire Dhire (Female Version)

ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ
ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ

ଓହୋ, ଓହୋ, ଓହୋ ଓଓଓଓଓ
ଓହୋ, ଓହୋ, ଓହୋ ଓଓଓଓଓ

ଯଦି ରାଗୁଚ ଋଷୁଛ ମୋତେ ଦେଖିଲା ପରେ
ତମେ ଝୁରୁଛ ଖୋଜୁଛ କାଇଁ ନିତି ନିରୋଳା ରେ
ହେ ଯଦି ରାଗୁଚ ଋଷୁଛ ମୋତେ ଦେଖିଲା ପରେ
ତମେ ଝୁରୁଛ ଖୋଜୁଛ କାଇଁ ନିତି ନିରୋଳାରେ

ଜାଣିଗଲି,ବୁଝିଗଲି ତମ ଆଖି ଇଶାରା ରେ

ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ
ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ

ପଦିଏ କିଏ ସେ କହିଦେଲେ ତମ ନାଁ ରେ, ମୋ ଆଗରେ
ହୋ, ପଦିଏ କିଏ ସେ କହିଦେଲେ ତମ ନାଁ ରେ, ମୋ ଆଗରେ
ସହିପାରେନା କି କହିବିପାରେନା ରହିଯାଏ ନୀରବରେ

ରାଗିପଡ଼ି ହସି ଦିଏ ମନ ବୁଝିଗଲା ପରି

ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ
ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ

ପ୍ରଥମେ ଯେ ଦିନ ଦେଖାହେଲା ତମ ସାଥୀରେ, ଆମ ଗାଁ ରେ
ହୋ, ପ୍ରଥମେ ଯେ ଦିନ ଦେଖାହେଲା ତମ ସାଥୀରେ, ଆମ ଗାଁ ରେ
ତମେ ବି ଅଚିହ୍ନା ମୁଁ ବି ଅଚିହ୍ନା ଚିହ୍ନା ହେଲେ ପରେ ପରେ

ମନଚୋର ଚୋରି କଲା ମନ ପ୍ରଥମ ଦେଖାରେ

ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ
ଧିରେଧିରେ-ଧିରେଧିରେ, ଧିରେ-ଧିରେ ଧିରେ

ଓହୋ, ଓହୋ, ଓହୋ ଓଓଓଓଓ
ଓହୋ, ଓହୋ, ଓହୋ ଓଓଓଓଓ



Credits
Writer(s): Muna Mohanty
Lyrics powered by www.musixmatch.com

Link