Deewana Mun Deewana

ମୋ ଦିଲ୍ ଥିଲା ଆୱାରା
ତୋ ଦିଲ୍ ଦେଲା ସାହାରା
ମୋ ଦିଲ୍ ଥିଲା ଆୱାରା
ତୋ ଦିଲ୍ ଦେଲା ସାହାରା

ହେଇଗଲି, ହେଇଗଲି

ଦିୱାନା ମୁଁ ଦିୱାନା
ଦିୱାନା ତୋ ଦିୱାନା
ଦିୱାନା ମୁଁ ଦିୱାନା
ଦିୱାନା ତୋ ଦିୱାନା

ମୋ ଦିଲ୍ ଥିଲା अंजानी
ତୋ ଦିଲ୍ ଦେଲା पेहचानी
ମୋ ଦିଲ୍ ଥିଲା अंजानी
ତୋ ଦିଲ୍ ଦେଲା पेहचानी

ହେଇଗଲି, ହେଇଗଲି

ଦିୱାନୀ ମୁଁ ଦିୱାନୀ
ଦିୱାନୀ ତୋ ଦିୱାନୀ
ଦିୱାନୀ ମୁଁ ଦିୱାନୀ
ଦିୱାନୀ ତୋ ଦିୱାନୀ

ଭସା-ମେଘ ହେଇ ମୁଁ ଭାସୁଥିଲି
ବରଷା ହେଇ ଆସିଲୁ
बंजारा ଥିଲା ଏ ଦିଲ୍ ମୋର
ପ୍ରେମରେ ଓଦା ତୁ କଲୁ

ଚୁପିଚୁପି ଆସିଲୁ ମୋ सेहजादा
ତୋ ପାଇଁ ଦିଲ୍ ହେଲା फ़िदा
ଲେଖିଦେଲି ହୃଦୟର Dairy ରେ
ଆଗରୁ ଦିଲ୍ ଥିଲା ସାଧା

ମାନିଗଲି, ମାନିଗଲି

ଦିୱାନା ମୁଁ ଦିୱାନା
ଦିୱାନା ତୋ ଦିୱାନା
ଦିୱାନା ମୁଁ ଦିୱାନା
ଦିୱାନା ତୋ ଦିୱାନା

ଦିଲ୍ ମୋର କରିଦେଲି क़ुरबानी
ତୁ ରାଜା ମୁଁ ତୋର ରାଣୀ
ଭଲ ପାଉଥିବି ତତେ ସାତଜନ୍ମ
କରିନେ ତୁ ବୋହୂରାଣୀ

ହୋ, ଜିଇଁଥିବା ଯାଏଁ ଭଲ ପାଉଥିବି
ତୁ ମୋ କଣ୍ଢେଇ-ରାଣୀ
ପ୍ରତି ମୁହୂର୍ତ୍ତରେ ତତେ ଦେଖୁଥିବି
କରିଦେଲୁ ମୋତେ ଗୁଣି

ବୁଝିଗଲି, ବୁଝିଗଲି

ଦିୱାନୀ ମୁଁ ଦିୱାନୀ
ଦିୱାନୀ ତୋ ଦିୱାନୀ
ଦିୱାନୀ ମୁଁ ଦିୱାନୀ
ଦିୱାନୀ ତୋ ଦିୱାନୀ

ଦିୱାନା ମୁଁ ଦିୱାନା
ଦିୱାନା ତୋ ଦିୱାନା
ଦିୱାନା ମୁଁ ଦିୱାନା
ଦିୱାନା ତୋ ଦିୱାନା



Credits
Writer(s): Bibhun, Chinmay Dash, Kumar Papun
Lyrics powered by www.musixmatch.com

Link