Bulijiba Prema Raijaku

ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ
ହସି ହସି ଆମେ ଦୁଷ୍ଟ ହେଉଥିବା
ବୁଲି ବୁଲି ପୁଣି ହଜେଇତ ଦେବା
ଆମେ ନିଜେ ନିଜକୁ
ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ
ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ

କେଉଁ ସରଗର ତୁ ଲୋ? ଫୁଲ ପାରିଜାତ
ନିଜ କଥା ଭୁଲି ଆଜି ଧରିଲି ତୋ ହାତ
ମୁଁ ଫୁଲ ତୁମେ ମୋର ବଗିଚାର ମାଳି
ତୁମ ହାତେ ରହିଥିବୀ ହେଇ ଜପ ମାଳି
ତୁମ ଚଲା ବାଟେ ଫୁଲ ହେଇଥିବୀ
ସୁଖରେ ଦୁଃଖରେ ତୁମ ପାଖେଥିବୀ
ଭୁଲିଯାଇ ନିଜକୁ
ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ
ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ

ଏକି ଋତୁ ଆସିଗଲା ଫଗୁଣ ଫଗୁଣ
ହୃଦୟରେ ଖେଳି ଗଲା ରଙ୍ଗର ମିଳନ
ହେ ଆକାଶରୁ ଝରିଗଲା ପ୍ରେମର ମୁରୁଜ
ସାତ ରଙ୍ଗ ସଜେଇଲା ଆମ ଫୁଲ ସେଜ
ହସ ହେଇତୁମ ଫୁଟି ରହିଥିବୀ
ଦୁଃଖ ଆସିଲେ ବି ନୀତି ହସେଇବି
ମନ ଖୋଲି ତୁମକୁ
ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ
ଚାଲ ଟିକେ ଟିକେ ଟିକେ
ବୁଲିଯିବା ପ୍ରେମ ରାଇଜକୁ
ଲେଖି ଦେବା ଦେବା ଦେବା
ସେଇ ରାଇଜେ ଆମ ନାଁ କୁ



Credits
Writer(s): Bibhun, Chinmay Dash, Jhasaketan
Lyrics powered by www.musixmatch.com

Link