Mu Toro Heigali

ମୋ ଦୁନିଆଁ ଭିତରେ ମୁଁ ମସଗୁଲ୍ ଥିଲି
ତୁ ଡ଼ାକିଲୁ ସବୁ ଭୁଲି ଚାଲି ଆସିଲି
ମୋ ଦୁନିଆଁ ଭିତରେ ମୁଁ ମସଗୁଲ୍ ଥିଲି
ତୁ ଡ଼ାକିଲୁ ସବୁ ଭୁଲି ଚାଲି ଆସିଲି

ତୁ ଆସିଗଲା ପରେ
ମନ ନାହିଁ ଆୟତ୍ତରେ
ତୁ ଆସିଗଲା ପରେ
ମନ ନାହିଁ ଆୟତ୍ତରେ

ତୋ ଦେହର ରଙ୍ଗରେ ଖେଳି ହୋଲି

ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି

ଜୀବନ ଥିଲା ମୋ ଶୁନଶାନ ମରୁଭୂଇଁ
ତୋ ପ୍ରେମ ଛୁଆଁରେ हरा-भरा ଗଲି ହେଇ

ଦେହରେ ମୋର ତୁ ବହୁଚୁ ନିଶ୍ୱାସ ହେଇ
ଜିଇଁଛି ଯଦି ମୁଁ ଖାସ୍ ଖାଲି ତୋ ପାଇଁ

ତୋ ମିଠା ନଜରରେ
ବନ୍ଦି ହେଇଗଲା ପରେ
ତୋ ମିଠା ନଜରରେ
ବନ୍ଦି ହେଇଗଲା ପରେ

ଭସା ମେଘ ଥିଲି ମୁଁ ବର୍ଷିଗଲି

ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି

ନିଜଠୁ ଅଧିକା ତତେ ଆଜି ଭଲପାଏ
ନିଜର ସୀମାରେ ନିଜେ ପାରୁନି ମୁଁ ରହି

ଓହୋ, ମନ ଖୋଜୁଥିଲା ତୋ'ପରି ଜଣେ କେହି
ତତେ ପାଇ ଲାଗେ ସବୁକିଛି ଗଲି ପାଇ

ତତେ ପାଇଗଲା ପରେ
ପାଦ ଲାଗୁନି ମାଟିରେ
ତତେ ପାଇଗଲା ପରେ
ପାଦ ଲାଗୁନି ମାଟିରେ

ମିଠା ଛୁଆଁ ଦେଲୁ ତୁ शर्मी ଗଲି

ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି
ଧୀରେ ଧୀରେ ମୁଁ ତୋର ହେଇଗଲି



Credits
Writer(s): Sagar Pradhan
Lyrics powered by www.musixmatch.com

Link