Trending Now (feat. Prakurti Mishra)

କାହା ହାତ-ଗଢ଼ା ତୁ one-piece ନଖରି?
ନଖରାରେ ତୋର ମୋ ମନ ଯାଏ ବତୁରି

Wo-uh-wo-uh-oh, କାହା ହାତ-ଗଢ଼ା ତୁ one-piece ନଖରି?
ନଖରାରେ ତୋର ମୋ ମନ ଯାଏ ବତୁରି

ପଦାକୁ ଯେବେଠୁ କାଢ଼ିଛି ପାଦ ମୁଁ
ଚର୍ଚ୍ଚାହୁଏ ମୋର ଭାରି

"Bom-diggy, bom-diggy" दिल ମୋର बोले
ତୁ ମୋ किनारा
Hmm, କିଛି-କିଛି ମନରେ ହୁଏ, ଦେଲେ ତୁ ଇଶାରା

ନିଆଁରା ତୁ ଭାରି ହଁ, looking wow

Baby, your beauty is trending now! trending now
Baby, your beauty is trending now! trending now

Ah-ah, everybody put your hands up in the air
My baby is a trend setter, trend setter
Let me, let me once, I'll be your rapper
I've seen beauty, I don't like one
Delhi, Bombay, Pune, the world is so high
Big, big, bigger, big, big, bigger
But my baby is Odisha's high-fi
High-fi, hi-hi, high-fi, high-fi

ପ୍ରେମରେ ତୋ ବଦନାମ୍ ହେଲେ ପଛେ ହେଇଯିବି
ତୋର ମୋର सरगम, रियाज़ ହଁ କରୁଥିବି
Woah-wo, ଉପରୁ ତୁ ଚକାଚକ୍, ଭିତରୁ ତୁ मतलबी
Compliment ପାଇ ତୋର ଲାଗୁଛି ମୁଁ ଫସିଯିବି

"Shaka-laka, shaka-laka boom" दिल बोले
ତୁ ମୋ ବନିଯା
ହସି-ହସି ତୁ ଚାହାଁନା ରେ, ପାଉଛି ମୁଁ सज़ा

ନଯା' ଗୋରୀ ତୁ ଭାରି looking wow

Baby, your beauty is trending now! trending now
Baby, your beauty is trending now! trending now

ମନରେ ମୋ Fevigum ଏମିତି ତୁ ଲଗେଇଲୁ
ଛଡ଼େଇଲେ छूटे କମ୍, ନିଦ ମୋର ଉଡ଼େଇଲୁ
Woah-wo, ପ୍ରେମରେ ତୁ बेशरम, କହ କାହିଁ ହେଇଗଲୁ?
ଫାଙ୍କାଥିଲା ମନ ମୋର, क़ाबू କରି ନେଇଗଲୁ

"ଢ଼ିକଚାକା-ଢ଼ିକଚାକା" दिल ମୋର डोले
ତୋ ପାଇଁ गुड़िया
ଧୀରେ-ଧୀରେ ତୋ छेड़खानी ଲାଗୁଛି ବଢ଼ିଆ

ସାରା ରାତି ତୁ ଭାରି looking wow

Baby, your beauty is trending now! trending now
Baby, my beauty is trending now! trending now



Credits
Writer(s): Asad Nizan, Puspak Parida
Lyrics powered by www.musixmatch.com

Link