O Janeman

ओ जानेमन, ओ जानेमन
ତୁ ମୋର दिल, ତୁ ମୋର जान

ओ जानेमन, ओ जानेमन
ତୁ ମୋର दिल, ତୁ ମୋର जान

ओ मेहमान, ओ मेहमान
तू ही मंजिल, तू अरमान

ଅଦିନେ ଆଣିଲୁ ଏମିତି ଶ୍ରାବଣ
ସବୁ ୠତୁ ଲାଗେ ଫଗୁଣ ଫଗୁଣ
ଯାହାକୁ ମୁଁ ଭଲପାଏ, ଯାହାକୁ ମୁଁ ଖୋଜୁଥାଏ

ତୁ ବୋଧେ ସିଏ, ହଁ, ତୁ ବୋଧେ ସିଏ
ତୁ ବୋଧେ ସିଏ, ହଁ, ତୁ ବୋଧେ ସିଏ
ମନ ଥିଲା ଆୱାରା, ପାଇଲା ତୋ ସାହାରା
ଦେଖିଚି ଯେତେ ଚେହେରା, ସବୁଠୁ ତୁ ନିଆଁରା

ହୋ, ତୋ ବିନା ଥିଲି अधूरा, ଦେଲୁ ତୁ ଯେବେ ଆଶରା
ଏମିତି କଲୁ ଇଶାରା, दिल ଟା ହେଲା बंजार

ରହିଗଲୁ ଆସି ତୁ ମନ ପଞ୍ଜୁରୀରେ
ଏ ମନକୁ ଚୋରି କଲୁ ସାଥି ଧୀରେ ଧୀରେ
ସପନରେ ଆସେ ଯିଏ, ନିଦ ଚୋରି କରୁଥାଏ

ତୁ ବୋଧେ ସିଏ, ହଁ, ତୁ ବୋଧେ ସିଏ
ତୁ ବୋଧେ ସିଏ, ହଁ, ତୁ ବୋଧେ ସିଏ

ये लगन लगी है ऐसा
मन मगन हो गया जैसा
तू ही दुआ, तू ही सलाम
ओ रे सजना रे
ତୁ ଏମିତିକା ପ୍ରେମିକ, କଲୁ ତୁ କଉ କୁହୁକ?
ପଡୁନାହିଁ ଆଖି ପଲକ, ପ୍ରେମ ତୋର ମିଠା ମହକ

ତୋ ସାଥେ ଏଇ ସଂପର୍କ, ହେଲି ତୋ ମନ ବଣିକ
ମୁଁ ମେଘ ତୁ ଚାତକ, ପ୍ରତୀକ୍ଷା ଏଇ ଜୀବନ ଯାକ

ସାଜି ୠତୁ ଆସ୍ତେ ଆସ୍ତେ ହୃଦୟ ସ୍ପନ୍ଦନ
ତୋ ପାଖରେ ସରିଯାଉ ବାକି ଏ ଜୀବନ
ଭାବନାରେ ଆସି ଯିଏ ଆନମନା କରୁଥାଏ

ତୁ ବୋଧେ ସିଏ, ହଁ, ତୁ ବୋଧେ ସିଏ
ହଁ, ତୁ ବୋଧେ ସିଏ, ତୁ ବୋଧେ...



Credits
Writer(s): Biraja Prasad
Lyrics powered by www.musixmatch.com

Link