Dekhibaku Tara Nagarjuna Besha

ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ଏଇ ପରା କାର୍ତ୍ତିକ ମାସ, ପଞ୍ଚୁକ ଛ'ଦିନେ ଶେଷ
ଏଇ ପରା କାର୍ତ୍ତିକ ମାସ, ପଞ୍ଚୁକ ଛ'ଦିନେ ଶେଷ

କାଳିଆ ଡାକିଲାଣି, କାଳିଆ ଡାକିଲାଣି
ଆସ-ଆସ, ଆସ-ଆସ
ଆସ-ଆସ, ହୋ

ଦେଖିବାକୁ ତା'ର ନାଗାର୍ଜୁନ ବେଶ, ହୋ
ଦେଖିବାକୁ ତା'ର ନାଗାର୍ଜୁନ ବେଶ

ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ

ଯା'ପାଇଁ ପାଳିଛି ହବିଷ, ଜଗତବାସୀଙ୍କ ବିଶ୍ୱାସ
ଆସିଛି ତାହାରି ସନ୍ଦେଶ, ଏଇଠୁ କର ନା ସଙ୍ଗାତ
ଯା'ପାଇଁ ପାଳିଛି ହବିଷ, ଜଗତବାସୀଙ୍କ ବିଶ୍ୱାସ
ଆସିଛି ତାହାରି ସନ୍ଦେଶ, ଏଇଠୁ କର ନା ସଙ୍ଗାତ

୨୦ ମସିହାର, ୨୦ ମସିହାର...
ନେତ୍ର ସୁଖ, ନେତ୍ର ସୁଖ
ନେତ୍ର ସୁଖ, ହୋ

ନିଳାଦ୍ରୀସ ଦେଖାଦେବେ ହୋଇ ବୀରବେଶ, ହୋ
ନିଳାଦ୍ରୀସ ଦେଖାଦେବେ ହୋଇ ବୀରବେଶ

ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ

ଭକତ, ଆନନ୍ଦେ ଆନନ୍ଦ, ଫୁଲରେ ପତରେ ନୁହେଁ ତ
ଦେଖିବା ଏ ସନ ଆୟୁଦ୍ଧ, ଆହା! କି ସୁନ୍ଦର ଗୋବିନ୍ଦ
ଭକତ, ଆନନ୍ଦେ ଆନନ୍ଦ, ଫୁଲରେ ପତରେ ନୁହେଁ ତ
ଦେଖିବା ଏ ସନ ଆୟୁଦ୍ଧ, ଆହା! କି ସୁନ୍ଦର ଗୋବିନ୍ଦ

୨୫ ବରଷର, ୨୫ ବରଷର...
ହେବ ଶେଷ, ହେବ ଶେଷ
ହେବ ଶେଷ, ହୋ

ଗାଇ-ଗାଇ ଯିବା ସାଙ୍ଗ ପ୍ରଭୁଙ୍କ ଯଶ, ହୋ
ଗାଇ-ଗାଇ ଯିବା ସାଙ୍ଗ ପ୍ରଭୁଙ୍କ ଯଶ
ଗାଇ-ଗାଇ ଯିବା ସାଙ୍ଗ ପ୍ରଭୁଙ୍କ ଯଶ, ହୋ
ଗାଇ-ଗାଇ ଯିବା ସାଙ୍ଗ ପ୍ରଭୁଙ୍କ ଯଶ

ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ
ସଙ୍ଗାତ ହୋ ସଙ୍ଗାତ, ହୋ ସଙ୍ଗାତ



Credits
Writer(s): Sudhanshu
Lyrics powered by www.musixmatch.com

Link