Ishq Hua

ଧିରେ-ଧିରେ ତୋର ହେଲି, ହଁ-ହଁ, ମୁଁ ତୋର ହେଲି
ପ୍ରେମରେ ତୋର दीवाना ହେଲି
ହୁଁ, ଧିରେ-ଧିରେ ତୋର ହେଲି, ହଁ-ହଁ, ମୁଁ ତୋର ହେଲି
ପ୍ରେମରେ ତୋର दीवानी ହେଲି

दिल-जानिया, ओ, रे जानिया
ମୁଁ ମନତଳେ ଗଢ଼ିଦେଲି ପ୍ରେମ-ଦୁନିଆଁ

इश्क़ हुआ, इश्क़ हुआ
ଶହେଜନ୍ମ ପାଇଁ ବୋଧେ ରେ, ଓ
इश्क़ हुआ, इश्क़ हुआ
ଶହେଜନ୍ମ ପାଇଁ ବୋଧେ ରେ, ଓ

ପ୍ରେମର ମୋର ପ୍ରେମର
ଫଗୁଣ ଛିଟାଟେ ତୁହି
ସକାଳ ଭିଜା ସକାଳ
ସୁରୂଜ ତୃଷ୍ଣାଟେ ତୁହି

ओ, रे हमनाशी, ओ, हमनाशी
ହଁ, ହସି ଆଜି ଚୁପି-ଚୁପି କଲୁ କିମିଆଁ

इश्क़ हुआ, इश्क़ हुआ
ଶହେଜନ୍ମ ପାଇଁ ବୋଧେ ରେ, ଓ
ହଁ, इश्क़ हुआ, इश्क़ हुआ
ଶହେଜନ୍ମ ପାଇଁ ବୋଧେ ରେ, ଓ

ବାଟରେ ଚଲା ବାଟରେ
ଲାଗୁଛି କଣ୍ଟା ବି ଫୁଲ
ହୁଁ, ତୋ ବିନା ଲାଗେ ସାଥୀରେ
ଜୀବନେ ନାହିଁ ମୋ ମୂଲ

ओ, रे साथिया, ଆସି ଦେଖିଯା
ମୁଁ ଖୋଜେ ନିତି ତୋ ପ୍ରେମର ପ୍ରଥମ ଛୁଆଁ

इश्क़ हुआ, इश्क़ हुआ
ଶହେଜନ୍ମ ପାଇଁ ବୋଧେ ରେ, ଓ
इश्क़ हुआ, इश्क़ हुआ
ଶହେଜନ୍ମ ପାଇଁ ବୋଧେ ରେ, ଓ



Credits
Writer(s): Sushil Dalei, Chandan Kumar
Lyrics powered by www.musixmatch.com

Link