Tate Bhala Pae Mun

କେମିତି ବୁଝିବୁ? ବୁଝି କି ପାରୁନୁ?
ଅବୁଝା ହଉଚୁ ତୁ
କେମିତି ବୁଝିବୁ? ବୁଝି କି ପାରୁନୁ?
ଅବୁଝା ହଉଚୁ ତୁ

ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ

ଯେତେ ବଞ୍ଚିଲେ ବି ହଉନି ବିଶ୍ୱାସ
କହୁ-କହୁ ଅଟକି ଯାଏ ନିଶ୍ୱାସ

ଏମିତି ପ୍ରେମିକ ଟିଏ ତୁ

ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ

ମହୁଠାରୁ ବେଶି ମିଠା ତୋ ମିଛ ବାହାନା
ଯେତେ ଦେଖିଲେ ବି ତତେ, ଆଖି ମୋ ପୁରେନା
ଝିଅଟେ ସେମିତି ମୁଁ ଭାରି ଆନମନା
ଜାଣି-ଜାଣି ସବୁ ପୁଣି କିଛି ମୁଁ ଜାଣେନା

ଓ, ଲାଜ ତୋର ଲାଜକୁଳୀ ଲତାଠୁ ଫୁଲେଇ
ଜହ୍ନ ଫିକା ଲାଗେ ଆଜି ଦେଲେ ତୁ ଅନେଇ
ନଜର ତୋ ଭାରି ଦୁଷ୍ଟ, ନିଏ ସେ ଚୋରେଇ
ମରିଯାଏ ସରମରେ, ପାରେନା ମୁଁ କହି

ଯେତେ ଭୁଲିଲେ ବି ଭୁଲି ତ ହୁଏନା
ତତେ ନଦେଖିଲେ ରହି ମୁଁ ପାରେନା

କି ଗୁଣି କରିଦେଲୁ ତୁ?

ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ

ତୁ ଆସିବୁ ବୋଲି ଦିନେ ଜୀବନରେ ମୋର
ଦେଇନାହିଁ କାହାକୁ ମୁଁ ତୋ ଅଧିକାର
ତତେ ପାଇ ଦୁନିଆଁଟା ଲାଗେ ମୋତେ ପର
ନିଜଠୁ ଲାଗୁ ମୋତେ ତୁ ବେଶି ନିଜର

କଥା ନେଇ କଥା ଦେ, ମଥା ଛୁଇଁ ମୋର
ତୁ କେବଳ ମୋ ପାଇଁ, ମୁଁ ଏକା ତୋର
କଥା ନେଲି କଥା ଦେଇ, କରିବିନି ପର
ଯୁଗ ଯୁଗ ପାଇଁ ଆମ ଯୋଡ଼ି ଯେ ଅମର

କେବେ ଆସିବ ସେ ଶୁଭ ଲଗନ?
ତୋ ପାଇଁ ବସିବ ଘରେ ମଙ୍ଗନ

ମୋ ଅଗଣା ତୁଳସୀ ତୁ

ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ
ତତେ ଭଲପାଏ ମୁଁ



Credits
Writer(s): Jn Padma, Ab Abhishek
Lyrics powered by www.musixmatch.com

Link