Priya Re Priya

ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ
ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ

ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ
ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ

ଦିୱାନା ହେଇଛି ତୁମ ପାଇଁ

ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା

ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ
ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ

ଦିୱାନା ହେଇଛି ତୁମ ପାଇଁ

ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା

ମୋ ଜୀବନରେ ତୁମେ
ମୋ ସ୍ୱପ୍ନରେ ବି ତମେ
ମୋ ଜୀବନରେ ତମେ
ମୋ ସ୍ଵପ୍ନରେ ବି ତମେ

ମୋ ଛାତି ସ୍ପନ୍ଦନରେ, ମୋ ମନ ଭାବନାରେ
ମୋ ଆଖି ପଲକରେ, ମୋର ଏ ହୃଦୟରେ
ଖାଲି ଅଛି ଦିଲ୍, ଖାଲି ତୁ, ତୁ, ତୁ, ତୁ

ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା

ଖୋଜିଛି ତୁମକୁ ପାଗଳ ପ୍ରେମିକ ପରି
ଦେଖିଯା ଏ ମନରେ ତୁମ ବିନା କେହି ନାହିଁ
ଖୋଜିଛି ତୁମକୁ ପାଗଳ ପ୍ରେମିକ ପରି
ଦେଖିଜା ଏ ମନରେ ତୁମ ବିନା କେହି ନାହିଁ

अनजाना ମୁଁ अनजानी ତୁ, ତୁହି ମୋ जुनून
दीवाना ମୁଁ मस्तानी ତୁ, बन जा ମୋ सुकून
ଭଲପାଏ ତତେ ଖାଲି ମୁଁ, ମୁଁ, ମୁଁ, ମୁଁ

ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା

ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ
ଯେଉଁ ଦିନଠୁ ତୁମକୁ ଦେଖିଛି ମୁଁ

ଦିୱାନା ହେଇଛି ତୁମ ପାଇଁ

ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା
ପ୍ରିୟା ରେ ପ୍ରିୟା



Credits
Writer(s): Anshuman Nandy
Lyrics powered by www.musixmatch.com

Link