Na Dosa Tora

ନା ଦୋଷ ତୋର
ନା ଦୋଷ ମୋର
ଯେତେ ଯାହାବି ଦୋଷ ସବୁ ଏ ସମୟର

ନା ଦୋଷ ତୋର, ନା ଦୋଷ ମୋର
ଯେତେ ଯାହାବି ଦୋଷ ସବୁ ଏ ସମୟର

ତୁ କେତେ ଦୂର, ମୁଁ କେତେ ଦୂର
ଯେତେ ଯାହାବି ଦୋଷ ମୋ ଭଲ ପାଇବାର

ପ୍ରିୟା ରେ
ପ୍ରିୟା ରେ
ପ୍ରିୟା ରେ
ପ୍ରିୟା ରେ

(ଏତେଯେ ନିବିଡ଼ତା ଥିଲା ଆମ ପ୍ରେମରେ)
(ସେ ସବୁ ସ୍ମୃତି ହେଇ ରହିଛି ଏ ମନରେ)
(ଆଜିବି ରହିଛି ମୁଁ ତୋ ବାଟ ଚାହିଁ ରେ)
(ମୋ ପାଇଁ ତୋ ମନରେ କିଛି ଆଉ ନାହିଁ ରେ)

ଗୋଟିଏ ନାଆରେ ପାଦ ଥିଲା ଆମର
ଗୋଟିଏ ଜାଗାକୁ ଯିବା ଥିଲା ଆମର
ବଦଳି ଗଲା କି ସୁଅ ଏ ସମୟର?
ଅଲଗା-ଅଲଗା ହେଲା ମନ ଆମର

ଏ ଆଖି ମୋର, ହୁଏ ଅଧିର
ମୋ ଲୁହରେ ପ୍ରିୟା ଲେଖା ଠିକଣା ତୋର

ନା ଦୋଷ ତୋର, ନା ଦୋଷ ମୋର
ଯେତେ ଯାହାବି ଦୋଷ ସବୁ ଏ ସମୟର

ହୃଦୟରୁ ତତେ ପାରିବିନି ରେ ଭୁଲି
ହଜିଗଲା ସବୁ ସ୍ମୃତି ଅଛି ଯେ ଖାଲି
ନିଜଠୁ ଅଧିକ ଭଲ ମୁଁ ପାଇଥିଲି
ତୋ ମନରୁ କାଢ଼ି ଦୂରେ ଗଲୁ ତୁ ଚାଲି

ହୁଁ, ଯେବେ ତୋ କଥା ମନେ ପଡ଼େ ରେ
ଅବୁଝା ମନ ଖୋଜେ ତତେ ହି ବାର-ବାର

ନା ଦୋଷ ତୋର, ନା ଦୋଷ ମୋର
ଯେତେ ଯାହାବି ଦୋଷ ସବୁ ଏ ସମୟର

ପ୍ରିୟା ରେ
ପ୍ରିୟା ରେ
ପ୍ରିୟା ରେ
ପ୍ରିୟା ରେ

(ଏତେଯେ ନିବିଡ଼ତା ଥିଲା ଆମ ପ୍ରେମରେ)
(ସେ ସବୁ ସ୍ମୃତି ହେଇ ରହିଛି ଏ ମନରେ)
(ଆଜିବି ରହିଛି ମୁଁ ତୋ ବାଟ ଚାହିଁ ରେ)
(ମୋ ପାଇଁ ତୋ ମନରେ କିଛି ଆଉ ନାହିଁ ରେ)



Credits
Writer(s): Sumit Dikshit
Lyrics powered by www.musixmatch.com

Link