Triranga

ତ୍ରିରଙ୍ଗା, ମୋ ତ୍ରିରଙ୍ଗା
ଛାତିର ସ୍ପନ୍ଦନ ତୁ ମୋର

ତ୍ରିରଙ୍ଗା, ମୋ ତ୍ରିରଙ୍ଗା
ଛାତିର ସ୍ପନ୍ଦନ ତୁ ମୋର
ପରିଚୟ ତୁ, ସ୍ୱାଭିମାନ ତୁ
ଗର୍ବ, ଗଉରବ ତୁ ମୋର

ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର

ବିଶ୍ୱାସ ଏ ମନେ ଭରେ, ସାହସ ବି ମନେ ଭରେ
ଦେଖିଦେଲେ ଥରେ ତୋର ନାରଙ୍ଗୀ ରଙ୍ଗ
ହାଁ-ହାଁ, ଦେଶ ମୋର ବୀର-ଭୂଇଁ, କେବେ ହେଲେ ହାରିନାହିଁ
ନିଜ ହାତେ ଲେଖା ଏଠି ନିଜର ଭାଗ୍ୟ

ଭାଗ୍ୟ ଲେଖା ତୁ, କର୍ମ, ଧର୍ମ ତୁ
ରକ୍ତର ରାଗିଣୀ ତୁ ମୋର

ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର

ଧଳା-ରଙ୍ଗ ଏଇ ତୋର, ଶାନ୍ତି ଆଉ ମଇତ୍ରୀର
କହେ ଗୋଟେ ପରିବାର ଏ ସାରା ବିଶ୍ୱ
ହୋ, ହାଁ, ସବୁଜ ଏ ରଙ୍ଗ, ପ୍ରତିଛବି ପ୍ରକୃତିର
ଶୁଣାଏ ଅହିଂସା ବାର୍ତା ଅଶୋକ-ଚକ୍ର

ଅତୀତ ବି ତୁ, ବର୍ତ୍ତମାନ ତୁ
ଭବିଷ୍ୟତ ପୁଣି ତୁ ମୋର

ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର
ତ୍ରିରଙ୍ଗା, सलाम ତୋତେ ଶହେ ଥର



Credits
Writer(s): Asad Nizam
Lyrics powered by www.musixmatch.com

Link