Deithili Priya Tate Hrudaya Mora (Male Version)

ଦେଇଥିଲି ପ୍ରିୟା ତତେ ହୃଦୟ ମୋର
ପାଗଳଥିଲା ମୋ ମନ ପ୍ରେମରେ ତୋର
କେମିତିଲୋ ସବୁ କଥା ଭୁଲିଗଲୁ ତୁ?
ମତେ ଛାଡି ହେଇଗଲୁ ଆଉକାହାର

ଦେଇଥିଲି ପ୍ରିୟା ତତେ ହୃଦୟ ମୋର
ପାଗଳଥିଲା ମୋ ମନ ପ୍ରେମର ତୋର
କେମିତିଲୋ ସବୁ କଥା ଭୁଲିଗଲୁ ତୁ?
ମତେ ଛାଡି ହେଇଗଲୁ ଆଉକାହାର

ତୁ ଏତେ ନିର୍ଦୟ, ତୁ ଏତେ ନିଷ୍ଠୁର
ଭାଙ୍ଗିଦେଇ ଚାଲିଗଲୁ ସପନ ମର
ତୁ ହୃଦୟହୀନା, ତୋ ହୃଦୟ ନାହିଁ
ବୁଝିଲୁନି ଥରୁଟିଏ ମନକୁ ମୋର
ତୁ ଏତେ ନିର୍ଦୟ, ତୁ ଏତେ ନିଷ୍ଠୁର
ଭାଙ୍ଘିଦେଇ ଚାଲିଗଲୁ ସପନ ମର
ତୁ ହୃଦୟହୀନା, ତୋର ହୃଦୟ ନାହିଁ
ବୁଝିଲୁନି ଥରୁଟିଏ ମନକୁ ମୋର

ଦୁନିଆକୁ ଭୁଲିଥିଲି ତତେ ଭଲପାଇ
ବଞ୍ଚିବା ବାହନା ଥିଲୁ ତୁ ମୋ ପାଇଁ
ତୋ ମନରେଥିଲା ଖାଲି ଛଳନା
ମରୁଛି ଆଜିଲୋ ପ୍ରିୟା ତତେ ମନ ଦେଇ
ଦୁନିଆକୁ ଭୁଲିଥିଲି ତତେ ଭଲପାଇ
ବଞ୍ଚିବା ବାହନା ଥିଲୁ ତୁ ମୋ ପାଇଁ
ତୋ ମନରେଥିଲା ଖାଲି ଛଳନା
ମରୁଛି ଆଜିଲୋ ପ୍ରିୟା ତତେ ମନ ଦେଇ

ତୋ ମିଠାକଥାରେ ଥିଲା ଜହର
ଜାଳିଦେଇ ଗଲୁ ପ୍ରିୟା ଜୀବନ ମୋର
ଆଉକାହା ସାଥେ ଚାଲିବୁ ବୋଲି
ଅଧା ବାଟେ ପ୍ରେମକୁ ମୋ କରିଲୁ ପର

ତୋପାଇଁ ଛାତିତଳେ କରିଥିଲି ଘର
କାହିଁକି ଖେଳିଲୁ ପ୍ରିୟା ମନ ସାଥେ ମୋର?
ମୋ ପ୍ରେମରେ ଥିଲା କୋଉଠି ଉଣା?
ଭାଙ୍ଗି ଦେଇ ଚାଲିଗଲୁ ଭରସାକୁ ମୋର
ତୋ ପାଇଁ ଛାତି ତଳେ କରିଥିଲି ଘର
କାହିଁକି ଖେଳିଲୁ ପ୍ରିୟା ମନ ସାଥେ ମୋର?
ମୋ ପ୍ରେମରେ ଥିଲା କୋଉଠି ଉଣା?
ଭାଙ୍ଗି ଦେଇ ଚାଲିଗଲୁ ଭରସାକୁ ମୋର
ମୋ ଭାବନା ସାଥେ ତୁ ଦେଲୁଲୋ ଖେଳି

ସରଲ ହୃଦୟ ମୋର ମରୁଛି ଜଳି
ତୁ ଭାବିଲୁନାହିଁ ମୋ କଥା ଥରେ
କେମିତି ଲୋ ମନତୋର ଗଲା ବଦଳି?
ତୁ ଭାବିଲୁନାହିଁ ମୋ କଥା ଥରେ
କେମିତିଲୋ ମନତୋର ଗଲା ବଦଳି?



Credits
Writer(s): Shubhransu Nayak, Sunil Maharana
Lyrics powered by www.musixmatch.com

Link