Sakha

ଦୁଃଖ ଯଦି ଏତେ ଲେଖିଲ କପାଳେ
ଥରୁଟିଏ ଦିଅ ଦେଖା
ଦୁଃଖ ଯଦି ଏତେ ଲେଖିଲ କପାଳେ
ଥରୁଟିଏ ଦିଅ ଦେଖା

ଏ ଜୀବନ ପଥେ
ଥାଇ ମୋର ସାଥେ
ଏ ଜୀବନ ପଥେ
ଥାଇ ମୋର ସାଥେ
ହାତ ଧରି ଚାଲ ସଖା

ଦୁଃଖ ଯଦି ଏତେ ଲେଖିଲ କପାଳେ
ଥରୁଟିଏ ଦିଅ ଦେଖା
ହୋ, ଥରୁଟିଏ ଦିଅ ଦେଖା

କୁରୁସଭା ସ୍ଥଳେ କରି ବସ୍ତ୍ର ଦାନ
ତୁମେ ରଖିଥିଲ ପାଞ୍ଚାଳୀର ମାନ
ସିଏ କୃଷ୍ଣା ଆଉ ତୁମେ ପରା କୃଷ୍ଣ
ସଖା ହୋଇ ବୁଝି଼ଥିଲ ସଖୀ ମନ

ତୁମ ସଖୀ କରି
ନିଅ ହେ ଆଦରି
ତୁମ ସଖୀ କରି
ନିଅ ହେ ଆଦରି
ସାହା ମୋର ତୁମେ ଏକା

ଦୁଃଖ ଯଦି ଏତେ ଲେଖିଲ କପାଳେ
ଥରୁଟିଏ ଦିଅ ଦେଖା
ହୋ, ଥରୁଟିଏ ଦିଅ ଦେଖା

ମୋର ଏଇ ମନ ମୋର ଏଇ ପ୍ରାଣ
ତୁମ ନିକଟରେ ସଦା ସମର୍ପଣ
ମୁଁ ଯେ ନାରୀଟିଏ ତୁମେ ନାରାୟଣ
କେତେ ପରୀକ୍ଷା ନବ ମୋ ସଖୀପଣ

ଏ ଜୀବନେ ରଖି
ତୁମକୁ ଯେ ସାକ୍ଷୀ
ଏ ଜୀବନେ ରଖି
ତୁମକୁ ଯେ ସାକ୍ଷୀ
ଦିଏ ମୁଁ ଅଗ୍ନି ପରୀକ୍ଷା

ଦୁଃଖ ଯଦି ଏତେ ଲେଖିଲ କପାଳେ
ଥରୁଟିଏ ଦିଅ ଦେଖା
ହୋ, ଥରୁଟିଏ ଦିଅ ଦେଖା



Credits
Writer(s): Prem Anand
Lyrics powered by www.musixmatch.com

Link