Sambalpuri Gudiya

Baby ତୋର୍ ଇଶାରା କରିଦେସି ଲୋ ପାଗଲା
ତତେ ଦିଲ୍ ଦେଇ ବନିଗଲି ଦିଲୱାଲା
ଶୁନ ମୋର cuty, lovely ଗୁଡ଼ିଆ
ଉଡେଇନେଲୁ baby ମୋର୍ दिल की चिड़िया

Sweet sweet ନଖରା କରିଦସି ବାଉରା
Smile ଦେଖି ଘାୟଲ ମୋର୍ दिल ବିଚରା
Cute ଦେଖି beauty ମୁଇଁ ହେଇଛେ ଦିୱାନା
ତୋର୍ खूबसूरती ଦେଖି ପାଗଲ ଇ ज़माना

ଦିୱାନା, ଦିୱାନା, ମୁଇଁ ତୋର୍ ଦିୱାନା
ଇଶାରା ତୋର୍ ଇଶାରା, ଦେଖି ମୁଇଁ ପାଗଲା

ପାଗଲ କରିଦେସି ତୋର୍ तिरछी नज़रिया
Slowly slowly ନାଇଁ ହଲା ତୋର୍ पतली कमरिया
ତୋର୍ ମୁଲମୁଲକି ହସି ଉଡେଇନେସି ମୋର୍ निंदिया

ତୁଇ ସୁନା ମୋର୍ ସମ୍ବଲପୁରୀ ଗୁଡ଼ିଆ

ସମ୍ବଲପୁରୀ ଗୁଡ଼ିଆ
Baby baby, ସମ୍ବଲପୁରୀ ଗୁଡ଼ିଆ
ତୁଇ ସୁନା ସମ୍ବଲପୁରୀ ଗୁଡ଼ିଆ
Baby ତୁଇ ସମ୍ବଲପୁରୀ ଗୁଡ଼ିଆ

ଦିନ୍ ରାତି ଖାଲି ଦେଖୁଥିସି ତୋର୍ ସପନ୍
ସବୁବେଲେ ତତେ ଖୁଜୁଥିସି ମୋର୍ ମନ୍

ହେଇଯା ମୋର୍ दिल की रानी, ନାଇଁ କର ବାହାନା
ତୋର୍ ଲାଗି mad ମୁଇଁ ହେଇ ଯାଉଛେ ਸੋਹਣਾ

ନାଇକରି ବାହାନା, ଦିଲ୍ ଦେଇଦେଲି ਸੋਹਣਾ
ମୁଇଁ ତୋର୍ दिल की रानी, ତୁଇ ମୋର୍ ଦିୱାନା
କହିଦେ ଥରେ ତୁଇ ଆଉ ମୋର୍ ପାଗଲା
ହେଇଯା ମଜନୁ, ମୁଇଁ ବନିଯିମି ଲୈଲା

ମୋତେ love କରସୁ ବୋଲି କହି ଦେଇଯା
ଦୁରେ-ଦୁରେ ରହି ମତେ ନେଇଦେ सज़ा
ମୋର୍ ହାତଥି ତୋର୍ ହାତ ଦେଇଦେ ਸੋਹਣਾ
ମୁଇଁ ତୋର୍ ଦିୱାନୀ, ତୁଇ ମୋର୍ ଦିୱାନା



Credits
Writer(s): Bijay Anand Sahu
Lyrics powered by www.musixmatch.com

Link