Sita Pherila

ଶୀତ ଫେରିଲା ଶୀତ ଧରି, ରେ ନାଗର
ଶୀତ ଫେରିଲା ଶୀତ ଧରି
ଶୀତ ଫେରିଲା ଶୀତ ଧରି, ରେ ନାଗର
ଶୀତ ଫେରିଲା ଶୀତ ଧରି

ଶୀତରେ ମୋ ଧନ କେଉଁଠି ରହିଲୁ? କଲିଜା ଯାଉଛି ଥରି ରେ ନାଗର
ଶୀତ ଫେରିଲା ଶୀତ ଧରି
ଶୀତରେ ମୋ ଧନ କେଉଁଠି ରହିଲୁ? କଲିଜା ଯାଉଛି ଥରି ରେ ନାଗର
ଶୀତ ଫେରିଲା ଶୀତ ଧରି

ଶୀତ ଫେରିଲା ଶୀତ ଧରି, ରେ ନାଗର (ଶୀତ ଫେରିଲା ଶୀତ ଧରି, ରେ ନାଗର)
ଶୀତ ଫେରିଲା ଶୀତ ଧରି (ଶୀତ ଫେରିଲା ଶୀତ ଧରି)

ଭରା ଯୌବନ ଚୌରସ ଦେହ
ଯେତେ କଲେ ନାହିଁ-ନାହିଁ
ଉତ୍ତରା ପବନ ଚାହେଁ ଘନ-ଘନ
ଚୁମା ଟିକେ ଦେବା ପାଇଁ

ଭରା ଯୌବନ ଚୌରସ ଦେହ
ଯେତେ କଲେ ନାହିଁ-ନାହିଁ
ଉତ୍ତରା ପବନ ଚାହେଁ ଘନ-ଘନ
ଚୁମା ଟିକେ ଦେବା ପାଇଁ

ତୁ ଥିଲେ କତିରେ, ରହନ୍ତେ ସାଥିରେ
ଶୀତ ବି ପଳାନ୍ତା ଡରି

ଶୀତ ଫେରିଲା ଶୀତ ଧରି, ରେ ନାଗର
ଶୀତ ଫେରିଲା ଶୀତ ଧରି

ମନେପଡ଼ଇ ତୋ ଚଗଲାମିପଣ ଲାଗୁଥିଲା ଯାହା ନୂଆ
ତୋର ସେ ଗରମ, ନରମ ହାତର ଛୁଆଁ ହେଲା ଦେହସୁହା

ମନେପଡ଼ଇ ତୋ ଚଗଲାମିପଣ ଲାଗୁଥିଲା ଯାହା ନୂଆ
ତୋର ସେ ଗରମ, ନରମ ହାତର ଛୁଆଁ ହେଲା ଦେହସୁହା

ମନ ଦିଆ-ନିଆ ନୁହେଁ ଦି ଦିନିଆ
ମେଘରେ ବିଜୁଳି ପରି

ଶୀତ ଫେରିଲା ଶୀତ ଧରି, ରେ ନାଗର
ଶୀତ ଫେରିଲା ଶୀତ ଧରି

ଶୀତ ଫେରିଲା ଶୀତ ଧରି, ରେ ନାଗର (ଶୀତ ଫେରିଲା ଶୀତ ଧରି, ରେ ନାଗର)
ଶୀତ ଫେରିଲା ଶୀତ ଧରି (ଶୀତ ଫେରିଲା ଶୀତ ଧରି)
ଶୀତ ଫେରିଲା ଶୀତ ଧରି, ରେ ନାଗର (ଶୀତ ଫେରିଲା ଶୀତ ଧରି, ରେ ନାଗର)
ଶୀତ ଫେରିଲା ଶୀତ ଧରି (ଶୀତ ଫେରିଲା ଶୀତ ଧରି)



Credits
Writer(s): Biswajit Mahapatra
Lyrics powered by www.musixmatch.com

Link