Sambalpuri Nagin Dance
ଛାତିତଳେ DJ ବଜେଇଦେଲୁ
ସମ୍ବଲପୁରୀ punch ମୋତେ ଶିଖେଇଦେଲୁ
प्यार ଵାଲା pose ମୋତେ ଦେଖେଇଦେଲୁ, ହେ
ସମ୍ବଲପୁରୀ punch ମୋତେ ଶିଖେଇଦେଲୁ
प्यार ଵାଲା pose ମୋତେ ଦେଖେଇଦେଲୁ
Sweet ସୁପାରୀ ମନଟା ମୋର ଚୋରେଇନେଲୁ
ଦିଲଵାଲା feel ମୋତେ କରେଇଦେଲୁ
ଛାତିତଳେ DJ ବଜେଇଦେଲୁ (ବଜେଇଦେଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ, ହାଁ, नागिन-dance ନଚେଇଦେଲୁ
Heart ତଳେ smart locker ପକେଇଦେଲୁ
इश्क़ ଵାଲା whishky ମୋତେ ଚଖେଇଦେଲୁ
Heart ତଳେ smart locker ପକେଇଦେଲୁ
इश्क़ ଵାଲା whishky ମୋତେ ଚଖେଇଦେଲୁ
ହାଏ ରେ ମୋର ରଙ୍ଗିଲା-ହିରୋ, କଉଠି ଥିଲୁ?
ଆଖିରେ ଆଖି ମିଶେଇ ମୋତେ ପଟେଇଦେଲୁ
ରାତିସାରା ନିଦ ଉଡେଇଦେଲୁ (ଉଡେଇଦେଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ नागिन-dance ନଚେଇଦେଲୁ
ଥିଲି ଗୋଟେ ସୁନାପିଲା, କରିଦେଲୁ ଲୋ ଚଗଲା
ଏମିତି ଛୁଇଁଲୁ ମୋତେ ଲୋ baby, loveria ହେଇଗଲା
ଇଶାରାରେ ଖେଳ କଲୁ, ନଜର ଲଗେଇଦେଲୁ
ତୋ'ପରି ଦିୱାନା ଖୋଜୁଥିଲି ମୁଁ, ମୋତେ ଆଜି ମିଳିଗଲୁ
Romantic-scene ବନେଇଦେଲୁ (ବନେଇଦେଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ नागिन-dance ନଚେଇଦେଲୁ
Naughty-naughty ଦିଲଟା ମୋର, ବନିଗଲା ତୋ lover
କି ଯାଦୁ କଲୁ ରେ ରୋମିଓ ରାଜା? ହେଲା ମୋତେ ପ୍ରେମ-ଜ୍ଵର
ଆଲୋ, ମୋ sweet ଗେଲୁ, ମୋ ମନରେ entry ଗଲୁ
ହାଉଲେ-ହାଉଲେ heart କୁ ମୋର ତୋ ଆଡକୁ ଟାଣିନେଲୁ
ବିଦ୍ୟାରାଣ୍ ମୋତେ ଘାଏଲା କଲୁ (ଘାଏଲା କଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ ହାଁ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ नागिन-dance ନଚେଇଦେଲୁ
ସମ୍ବଲପୁରୀ punch ମୋତେ ଶିଖେଇଦେଲୁ
प्यार ଵାଲା pose ମୋତେ ଦେଖେଇଦେଲୁ, ହେ
ସମ୍ବଲପୁରୀ punch ମୋତେ ଶିଖେଇଦେଲୁ
प्यार ଵାଲା pose ମୋତେ ଦେଖେଇଦେଲୁ
Sweet ସୁପାରୀ ମନଟା ମୋର ଚୋରେଇନେଲୁ
ଦିଲଵାଲା feel ମୋତେ କରେଇଦେଲୁ
ଛାତିତଳେ DJ ବଜେଇଦେଲୁ (ବଜେଇଦେଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ, ହାଁ, नागिन-dance ନଚେଇଦେଲୁ
Heart ତଳେ smart locker ପକେଇଦେଲୁ
इश्क़ ଵାଲା whishky ମୋତେ ଚଖେଇଦେଲୁ
Heart ତଳେ smart locker ପକେଇଦେଲୁ
इश्क़ ଵାଲା whishky ମୋତେ ଚଖେଇଦେଲୁ
ହାଏ ରେ ମୋର ରଙ୍ଗିଲା-ହିରୋ, କଉଠି ଥିଲୁ?
ଆଖିରେ ଆଖି ମିଶେଇ ମୋତେ ପଟେଇଦେଲୁ
ରାତିସାରା ନିଦ ଉଡେଇଦେଲୁ (ଉଡେଇଦେଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ नागिन-dance ନଚେଇଦେଲୁ
ଥିଲି ଗୋଟେ ସୁନାପିଲା, କରିଦେଲୁ ଲୋ ଚଗଲା
ଏମିତି ଛୁଇଁଲୁ ମୋତେ ଲୋ baby, loveria ହେଇଗଲା
ଇଶାରାରେ ଖେଳ କଲୁ, ନଜର ଲଗେଇଦେଲୁ
ତୋ'ପରି ଦିୱାନା ଖୋଜୁଥିଲି ମୁଁ, ମୋତେ ଆଜି ମିଳିଗଲୁ
Romantic-scene ବନେଇଦେଲୁ (ବନେଇଦେଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ नागिन-dance ନଚେଇଦେଲୁ
Naughty-naughty ଦିଲଟା ମୋର, ବନିଗଲା ତୋ lover
କି ଯାଦୁ କଲୁ ରେ ରୋମିଓ ରାଜା? ହେଲା ମୋତେ ପ୍ରେମ-ଜ୍ଵର
ଆଲୋ, ମୋ sweet ଗେଲୁ, ମୋ ମନରେ entry ଗଲୁ
ହାଉଲେ-ହାଉଲେ heart କୁ ମୋର ତୋ ଆଡକୁ ଟାଣିନେଲୁ
ବିଦ୍ୟାରାଣ୍ ମୋତେ ଘାଏଲା କଲୁ (ଘାଏଲା କଲୁ)
(Break)
(କ'ଣ କଲୁ? oh my god! କ'ଣ କଲୁ?)
ତୋ ପ୍ରେମରେ ହାଁ...
ତୋ ପ୍ରେମରେ नागिन-dance ନଚେଇଦେଲୁ
ତୋ ପ୍ରେମରେ नागिन-dance ନଚେଇଦେଲୁ
Credits
Writer(s): Abhinash Mishra, Sunil Maharana
Lyrics powered by www.musixmatch.com
Link
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.