Tora Nahin Hrudaya

କରିଥିଲି ତତେ ବିଶ୍ୱାସ ଦେଲି ତତେ ପ୍ରଶୟ
ତୁ ଭାଙ୍ଗିଲୁ ମୋ ଭରସା ଦେଲୁ ଦୁଃଖ ଅସହ୍ୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ

ତୁ ମତେ ଦେଇଚୁ ଯେତିକି ଯାତନା
ହୃଦୟ ଫେରେଇବ ସମୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ

ପ୍ରତିକ୍ଷଣ ହୃଦୟରେ ରଖିଥିଲି ସାଇତି
ବୁଝିପାରୁ ନାହିଁ ତୁ ଲୋ ଭୁଲିଗଲି କେମିତି
ବିଶ୍ୱାସରେ ପ୍ରାଣ ମୋର ଦେଲି ତୋର ହାତରେ
ଜାଣି ପାରି ନଥିଲି ତୋ ଛଳ ଥିଲା ଭିତରେ

ମୋ ସାଥେ କରୁଚୁ ଯେତିକି ଛଳନା
ତତେ ଫେରେଇବ ସମୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ

କେଉ ସୁଖ ପାଇ ତୁଲୋ ନେଲୁ ଏଇ ନିଷ୍ପତି
ଅଧା ବାଟେ ହାତ ଛାଡି ନେଲୁ ମୋଠୁ ବିରତି
ମୋ ବାଟ ର ପଥେ କଣ୍ଟା ତେଲୁ ବିଛେଇ
ନିଜ କୁ ମୁ ଚାହିଁଲେ ବି ପାରୁନାହିଁ ବଞ୍ଚେଇ

ତୁ ମତେ ଦେଇଚୁ ଯେତିକି ବେଦନା
ତତେ ଫେରେଇବ ସମୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ
ଓ, ଓରେ ନିର୍ଦ୍ଦୟ ଓ, ତୋର ନାହିଁ ହୃଦୟ



Credits
Writer(s): Chandan Kumar, Maheswar Pradhan
Lyrics powered by www.musixmatch.com

Link