Sei Barsa

ଏବେ ବର୍ଷା ହେଲେ
ପ୍ରିୟା ଝରକା ଖୋଲେ
ଏବେ ବର୍ଷା ହେଲେ
ପ୍ରିୟା ଝରକା ଖୋଲେ

ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ

ଅଜଣା ସେ ଅନାମିକା, ଭିଜୁଥିଲା ଏକା ଏକା
ବିଜୁଳିରେ ମୁହଁ ଦେଖି
ହେଇଥିଲି ପାଖା-ପାଖି
ନଜର ନଥିଲା କେଉଁ ଆଡ଼େ

ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ

କିଛି ଲାଜ, କିଛି ଡ଼ର
ମୁଁ ଦେଖିଥିଲି ଗୋରା ଗୋରା ମୁହେଁ ତାର
କିଛି ଲାଜ, କିଛି ଡ଼ର
ମୁଁ ଦେଖିଥିଲି ଗୋରା ଗୋରା ମୁହେଁ ତାର

ମାରୁଥିଲା ଘଡ଼ଘଡ଼ି
ଧରୁଥିଲା ହାତ ଭିଡ଼ି
ମାରୁଥିଲା ଘଡ଼ଘଡ଼ି
ଧରୁଥିଲା ହାତ ଭିଡ଼ି

ଏତେ ବଡ଼ ବର୍ଷା ରାତି
ତା ଦେହରେ ଏତେ ତାତି
ସିଏ କି ସହଜେ ହାତ ଛାଡ଼େ

ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ

ଅଜଣା ସେ ଅନାମିକା, ଭିଜୁଥିଲା ଏକା ଏକା
ବିଜୁଳିରେ ମୁହଁ ଦେଖି
ହେଇଥିଲି ପାଖା-ପାଖି
ନଜର ନଥିଲା କେଉଁ ଆଡ଼େ

ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ହୋ, ସେଇ ବର୍ଷା, ସେଇ ରାତି
ମନେପଡ଼େ, ମନେପଡ଼େ
ମନେପଡ଼େ, ମନେପଡ଼େ
ମନେପଡ଼େ, ମନେପଡ଼େ



Credits
Writer(s): Alekh Biswal
Lyrics powered by www.musixmatch.com

Link