Dheere Dheere

ଧିରେ-ଧିରେ ମୋ ମନେ ଆସିଲୁ ତୁ यार
ଧିରେ-ଧିରେ ତୋ ପାଇଁ ବଢୁଛି ମୋ प्यार
ଧିରେ-ଧିରେ ମୋ ମନେ ଆସିଲୁ ତୁ यार
ଧିରେ-ଧିରେ ତୋ ପାଇଁ ବଢୁଛି ମୋ प्यार

ଚୋରି କଲୁ पहली बार, ତୋ ଆଖିରେ ମୋ नजर
ଭାବୁଛି ମୁଁ କହିବି ତୁ ମୋର प्यार
ତୁ ମୋର पहला प्यार, ତୋ ପାଇଁ इंतेज़ार
ଥରେ ତୁ ମତେ କହିଦେ ତୁ ମୋର प्यार

I love you जानिया, मेरे साथिया, मेरे माहिया
I love you जानिया, मेरे साथिया, मेरे माहिया
I love you (I love you)
I love you (I love you)
I love you (I love you)
I love you
I love you
I love you

ବୁଝି ପାରୁନୁ କାହିଁ?
ତୋର दीवानी ମୁହିଁ
ହୃଦୟ ଖାଲି ରହିଛି
ରହିବ ତୁମରି ପାଇଁ

କେମିତି ବୁଝିବି ମୁଁ?
ମୋ ଆଡେ ଚାହୁଁ ନାହୁଁ
ନଜର ଥରେ ମିଶିଲେ
ଫେରେଇବିନି ମୁଁ ଆଉ

ଥରେ ତୁ ମତେ ଚାହିଁଦେ, ହେ ମୋର यार
ଥରେ ତୁ ମତେ କହିଦେ, ତୁ ମୋର प्यार

I love you जानिया, मेरे साथिया, मेरे माहिया
I love you जानिया, मेरे साथिया, मेरे माहिया
I love you (I love you)
I love you (I love you)
I love you (I love you)
I love you (I love you)
I love you (I love you)
I love you (I love you)

ହୁଁ-ହୁଁ-ହୁଁ-ଉଁ-ଉଁ-ଉଁ-ଉଁ

ଥରେ ଆସ ପ୍ରିୟା ପାଖେ
ଛୁଇଁଦେଇ ଚାଲିଯିବି
ଦିନରାତି ଅପେକ୍ଷାରେ
କେମିତି ମୁଁ ରହିବି?

ଛାଇ ହୋଇ ରହିଥିବି
ତୋ ସାଥେ-ସାଥେ ଥିବି
ଯେଉଁଠି ତୁ ଭାବିବୁ
ସେଇଠି ମୁଁ ଥିବି

ଥରେ ତୁ ମତେ ଛୁଇଁଦେ, ହେ, ମୋର यार
ଥରେ ତୁ ମତେ କହିଦେ, ତୁ ମୋର प्यार

I love you जानिया, मेरे साथिया, मेरे माहिया
I love you जानिया, मेरे साथिया, मेरे माहिया
I love you (I love you)
I love you (I love you)
I love you (I love you)
I love you
I love you
I love you



Credits
Writer(s): Ag Aditya Narayan
Lyrics powered by www.musixmatch.com

Link