Juaade Jauchu

ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ

ସମ୍ବଲପୁର ଯାଉଥିଲେ
ସମ୍ବଲପୁର ଯାଉଥିଲେ
ତାକୁ ମଙ୍ଗୁଳି ଛକରେ ଥୋଇବୁ

ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ

ତାରିଣୀ ନଡ଼ିଆ ଦେଖି ଗାଡ଼ିବାଲା ଜାତି-ଧର୍ମ ଭୁଲିଯାଏ
ଚିରସ୍ତାନ ଅବା ଯବନ ହେଉ ସେ ଶରଧାରେ ନେଇଯାଏ

ତାରିଣୀ ନଡ଼ିଆ ଦେଖି ଗାଡ଼ିବାଲା ଜାତି-ଧର୍ମ ଭୁଲିଯାଏ
ଚିରସ୍ତାନ ଅବା ଯବନ ହେଉ ସେ ଶରଧାରେ ନେଇଯାଏ

ତୁ ଯେଉଁ ଜାତି ହୋଇଥା
ମୋ ନଡ଼ିଆଟି ନେଇଯା
ତୁ ଯେଉଁ ଜାତି ହୋଇଥା
ମୋ ନଡ଼ିଆଟି ନେଇଯା

ବାଲେଶ୍ୱର ଆଡେ ଯାଉଥିଲେ
ବାଲେଶ୍ୱର ଆଡେ ଯାଉଥିଲେ
ତାକୁ ପାଣିକୋଇଲିରେ ଥୋଇବୁ

ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ

ତାରିଣୀ ଭକତ ସବୁଠି ଅଛନ୍ତି, ମା ସିଏ ଜଗତର
ସବୁରି ନଡ଼ିଆ ପାଉଛି ତାରିଣୀ, ନାହିଁ ପାଖ ନାହିଁ ଦୂର

ତାରିଣୀ ଭକତ ସବୁଠି ଅଛନ୍ତି ମା ସିଏ ଜଗତର
ସବୁରି ନଡ଼ିଆ ପାଉଛି ତାରିଣୀ, ନାହିଁ ପାଖ ନାହିଁ ଦୂର

ତୁ ଯେଉଁ ବାଟେ ଯିବୁ ଯା
ମୋ ନଡ଼ିଆଟି ନେଇଯା
ତୁ ଯେଉଁ ବାଟେ ଯିବୁ ଯା
ମୋ ନଡ଼ିଆଟି ନେଇଯା

ଏତିକି ସେବା ତୁ କରିଥିଲେ
ଏତିକି ସେବା ତୁ କରିଥିଲେ
ମା' ତାରିଣୀ କରୁଣା ପାଇବୁ

ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ

ସମ୍ବଲପୁର ଯାଉଥିଲେ
ସମ୍ବଲପୁର ଯାଉଥିଲେ
ତାକୁ ମଙ୍ଗୁଳି ଛକରେ ଥୋଇବୁ

ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ
ଯୁଆଡେ ଯାଉଛୁ ଯା
ଗାଡ଼ିବାଲା ନଡ଼ିଆ ମୋ ନେଇଯିବୁ



Credits
Writer(s): Alekh Biswal, Bharatikrushna
Lyrics powered by www.musixmatch.com

Link