Jhumka Tike

ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ, ବଜେଇଦେ, ବଜେଇଦେ, ବଜେଇଦେ

ବେଣୀ ତୋ ହଲିବ, ମନ ମୋ ନାଚିବ
ଗେଲ୍ହୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ, ମନ ମୋ ନାଚିବ
ଗେଲ୍ହୁ ହସିଲେ ମୁକୁତା ଝରିବ

ଆଲୋ ତୁତ ମୋର ପରୀ, ଆଲୋ କିଏ ହେବ ତୋର ସରୀ?
ଆଲୋ ତୁତ ମୋର ପରୀ, ଆଲୋ କିଏ ହେବ ତୋର ସରୀ?
ହେ, ଏଇ, ଏଇ, ଏଇ

ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ

ଝୁଲି-ଝୁଲି ତୁହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି
ମନ ମୋ ଚାହୁଁଚି ଏଇଲାଗେ ତୋତେ କରନ୍ତି କି ପାଟରାଣୀ
ଝୁଲି-ଝୁଲି ତୁହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି
ମନ ମୋ ଚାହୁଁଚି ଏଇଲାଗେ ତୋତେ କରନ୍ତି କି ପାଟରାଣୀ

ତୋରି ପାଇଁ ମୁଁ ସବୁ ଭୁଲିଲି, ଭଲା ମୁଁ ତତେ ଭଲ ପାଇଲି
ହେଲେ ଜାଣିତୁ ଅଜଣା କାହିଁକି ମନ ଖୋଲି କହିଦେ

ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ

ଯାହା ତୁ କହିବୁ ତାହା ମୁଁ କରିବି, ସିନେମା ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନକରି, ହୋଟେଲରେ ଖୁଆଇବି
ହାଏ ଯାହା ତୁ କହିବୁ ତାହା ମୁଁ କରିବି, ସିନେମା ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନକରି ହୋଟେଲରେ ଖୁଆଇବି

ବାପା-ବଉଙ୍କୁ ସବୁ କହିବି, ରାଜି ନହେଲେ ଘର ଛାଡିବି
ବାହା ହେବାକୁ ରାଜି କି ଅରାଜି ଦେହ ଛୁଇଁ କହିଦେ

ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ, ବଜେଇଦେ, ବଜେଇଦେ, ବଜେଇଦେ

ବେଣୀ ତୋ ହଲିବ, ମନ ମୋ ନାଚିବ
ଗେଲ୍ହୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ, ମନ ମୋ ନାଚିବ
ଗେଲ୍ହୁ ହସିଲେ ମୁକୁତା ଝରିବ
ଆଲୋ ତୁତ ମୋର ପରୀ, ଆଲୋ କିଏ ହେବ ତୋର ସରୀ?
ଆଲୋ ତୁତ ମୋର ପରୀ, ଆଲୋ କିଏ ହେବ ତୋର ସରୀ?
ହେ, ଏଇ, ଏଇ, ଏଇ

ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ



Credits
Writer(s): Basudev Rath
Lyrics powered by www.musixmatch.com

Link