Prema Heigala

ଛାତି ର ସ୍ପନ୍ଦନ ଆଜି ଯାଇଛି ତୋ ପାଖେ ହଜି
ଛାତି ର ସ୍ପନ୍ଦନ ଆଜି ଯାଇଛି ତୋ ପାଖେ ହଜି

ନିରୀହ ଚାହାଣି ତୋର କହିଦେଲା ଦୁଷ୍ଟ ମନ ଏ ମୋର ବୁଝିନେଲା,
ହଁ ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା

କହି ପାରୁନଥିଲା ମୋ ଓଠ ଯୋଉ କଥା
ତୋ ମନ ରେ ଥିଲା ସେଇ କଥା
ମୋ ମନ ଚିଠି ତମ ମନ ପଢ଼ିନେଲା ପଢିନେଲା,
ହଁ ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା

ଗୁମସୁମ୍ ଏ ମନରେ ପ୍ରେମ ରଙ୍ଗ ଭରିଦେଲୁ ରେ,
ତୋ ପ୍ରେମ ର ଗଳି ରେ କାହିଁ ଆଜି ମୁଁ ହଜେ ରେ,
ଖୋଜେ କାଇଁ ତୋତେ ଅଜଣା ସହରେ ଭିଯେ କାଇଁ ଆଜି ଅଭୁଲା ବର୍ଷା ରେ
ଦୂରେ ଥାଇ ଲାଗେ ଅଛୁ ତୁ ପାଖରେ ହୃଦୟେ ଅଛୁ ତୁ ଅଛୁ ସ୍ପନ୍ଦନ ରେ

ନିରୀହ ଚାହାଣି ତୋର କହିଦେଲା ଦୁଷ୍ଟ ଏ ମନ ମୋର ବୁଝିନେଲା, ହଁ ପ୍ରେମ ହେଇଗଲା,
ହଁ ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା,
ହଁ ପ୍ରେମ ହେଇଗଲା, ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା, ହଁ ପ୍ରେମ ହେଇଗଲା



Credits
Writer(s): Rahul Das
Lyrics powered by www.musixmatch.com

Link