Aa Kanhu Aa Dhire

ଆ କାହ୍ନୁ ଆ ଧିରେ ବଂଶୀ ବଜେଇ
ଆ କାହ୍ନୁ ଆ ଧିରେ ବଂଶୀ ବଜେଇ

ସୁରେ-ସୁରେ ନାଚିଯିବ ମୋ ମନ ରାଇ

କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ

ଆ କାହ୍ନୁ ଆ ଧିରେ ବଂଶୀ ବଜେଇ
ଆ କାହ୍ନୁ ଆ ଧିରେ ବଂଶୀ ବଜେଇ

ସୁରେ-ସୁରେ ନାଚିଯିବ ମୋ ମନ ରାଇ

କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ

ନୁପୁର ଶବଦେ ତୋ ବଇଁଶୀ ସ୍ଵନ
ମିଶିଲେ ନାଚିବ ଏ ତିନି ଭୁବନ
ନୁପୁର ଶବଦେ ତୋ ବଇଁଶୀ ସ୍ଵନ
ମିଶିଲେ ନାଚିବ ଏ ତିନି ଭୁବନ

ଆ କାହ୍ନୁ ଆସିଛି ମୁଁ କଳସୀ ନେଇ
ଆ କାହ୍ନୁ ଆସିଛି ମୁଁ କଳସୀ ନେଇ

ଡାକୁଛି କଦମ୍ବ ଡାକେ ଯମୁନା ନଈ

କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ

ଗୋପରୁ ଶ୍ରୀକ୍ଷେତ୍ର କାହିଁ କେତେ ଦୂର
ତୋ ଛନ୍ଦା ଚରଣେ ବନ୍ଧା ମନ ମୋର
ଗୋପରୁ ଶ୍ରୀକ୍ଷେତ୍ର କାହିଁ କେତେ ଦୂର
ତୋ ଛନ୍ଦା ଚରଣେ ବନ୍ଧା ମନ ମୋର

ଆ କାହ୍ନୁ ବସିଛି ମୁଁ ତୋ ବାଟ ଚାହିଁ
ଆ କାହ୍ନୁ ବସିଛି ମୁଁ ତୋ ବାଟ ଚାହିଁ

ମୋ ଆଖିରେ ଲଖିଯା ରେ କଜଳ ହୋଇ

କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ

ଆ କାହ୍ନୁ ଆ ଧିରେ ବଂଶୀ ବଜେଇ
ଆ କାହ୍ନୁ ଆ ଧିରେ ବଂଶୀ ବଜେଇ

ସୁରେ-ସୁରେ ନାଚିଯିବ ମୋ ମନ ରାଇ

କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ
କହ୍ନେଇ, କହ୍ନେଇ ରେ କହ୍ନେଇ



Credits
Writer(s): Traditional
Lyrics powered by www.musixmatch.com

Link