O O Rangabati

ଦେଖିଲି ତତେ ପ୍ରଥମଥର
Heart-beat ମୋ ଗଲାରେ ବଢ଼ି
ଦିସୁନି ମୋତେ ଆଉ କିଛିବି
ଖାଲି ତୋ ଚେହେରା ଛାଡ଼ି

ଦେଖିଲି ତତେ ପ୍ରଥମଥର
Heart-beat ମୋ ଗଲାରେ ବଢ଼ି
ଦିସୁନି ମୋତେ ଆଉ କିଛିବି
ଖାଲି ତୋ ଚେହେରା ଛାଡ଼ି

ତୋ ନଖରା, ତୋ ଇଶାରା
ତୁ କହିଲେ ଚିରିଦେବି ମୁଁ ଛାତି

ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛୁ ରଙ୍ଗ ଅତି
କରିଦେ ମୋତେ ତୋ ସାଥି

(तोसे नैना मिलाके)
(ଓ, ଓ ରଙ୍ଗବତୀ)
(नैना-ना, नैना रे)

ଦିନରେ ଦେଖୁଛି ମୁଁ dream
ପଟେଇବାକୁ ଲଗାଏ Cream
ପଟୁନୁ କାଇଁ ତୁ Baby
ପକଉଛି କେତେଯେ scheme

ଦେଖିନି ଝିଅ ତୋ ଭଳି
କଲିଜା ଦେଲୁ ତୁ ଜାଳି
ଭଲରେ ପଦେ ହଉନୁ କଥା
ଦୟାରେ ଦେଇଦେ ଗାଳି

ମୁଁ ଉଡୁଛି
ହଁ, ପବନେ
ଲାଗୁଛି ଯେମିତି ପ୍ରଜାପତି

ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛୁ ରଙ୍ଗ ଅତି
କରିଦେ ମୋତେ ତୋ ସାଥି

(तोसे नैना मिलाके)
(ଓ, ଓ ରଙ୍ଗବତୀ)
(नैना-ना, नैना रे)

ଚାହୁଁଛି ଖାଲି ଲୁଚି ଲୁଚି
ଦେଇଛି ତୋତେ ମୁଁ ବାଛି
ଇଶାରା କାଇଁ ଜାଣି ପାରୁନୁ?
ଆଖି ମୋର କହି ଯାଏ କିଛି

ଆସିଗଲା marriage season
ଦେଇଦେ ମୋତେ permission
ତମ ପାଖରେ whole life କରିଦେବି ମୁଁ admission

କହିଯା, ରହିଯା
ମୁଁ ବୁଝି ପାରୁନି ମୋ ମୋତିଗତି

ଓ, ଓ ରଙ୍ଗବତୀ
ଝୁରୁଛି ଦିନ ରାତି
ବୁଝି ପାରୁନୁ କେମିତି?
ଓ, ଓ ରଙ୍ଗବତୀ
କାଢୁଛି ରଙ୍ଗ ଅତି
କରିଦେ ମୋତେ ତୋ ସାଥି



Credits
Writer(s): Malay
Lyrics powered by www.musixmatch.com

Link