Deidelu Pyarwala Chinha

ଟଣା-ଟଣା ତୋର ସେ ଧାରୁଆ ଆଖି ଚାହାଣି ହଁ
ଛାତି ମୋର ଚିରିଦିଏ ଚିରିଦିଏ ହାଏ, ଚିରିଦିଏ

ଓ, ଟଣା ଟଣା ତୋର ସେ ଧାରୁଆ ଆଖି ଚାହାଣି ହଁ
ଛାତି ମୋର ଚିରିଦିଏ ଚିରିଦିଏ ହାଏ, ଚିରିଦିଏ

ଝରକାରେ ତୋର ଦିନରେ ବି ଜହ୍ନ ଉଏଁ
ନ ଦେଖିବା ଲୋକ ଦେଖି ରହିଯାଏ ରେ

ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ
ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ

ଖଟା-ମିଠା ତୋର ସେ ହୃଦୟ ଜିଣା କଥାରେ ହଁ
ଅଜାଣତେ ଫଶିଗଲି ଫଶିଗଲି ହାଏ, ଫଶିଗଲି

ହଁ, ଖଟାମିଠା ତୋର ସେ ହୃଦୟ ଜିଣା କଥାରେ ହଁ
ଅଜାଣତେ ଫଶିଗଲି ଫଶିଗଲି ହାଏ, ଫଶିଗଲି

ତୋ ପରିଚୟରେ ପରିଚିତ ହେଲା ପରେ
ପାଦ ଆଜିକାଲି ଲାଗୁନାହିଁ ମାଟିରେ

ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ
ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ

ଗହମ ରଙ୍ଗ ଚେହେରାରୁ ତୋର ନଜର ମୋର ହଟୁନି
ହୋ, ତୋ ହାବଭାବ ଆଜିକାଲି ହାଏ
ବିଗାଡି ମତେ ଦେଲାଣି

କିଏ ଜାଣିଥିଲା ପ୍ରେମ ହେଇଗଲା ପରେ
ଦିନ କଟିଯିବ ଖାଲି ତୋ ଭାବନାରେ

ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ
ହଁ, ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ

କଉଠି ଥିଲୁ ଆଜିଯାଏ, କାଇଁ ଆଗରୁ ଦେଖା ଦେଲୁନି?
ହୋ, ମନେ-ମନେ ମୁଁ ଖୋଜିଛି ରେ କେତେ
ତୋ ପରି ଗୋଟେ ହଂସିନୀ

କହୁ-କହୁ ଯେବେ ମନ କଥା କହିଦେଲୁ
ଲାଗିଲା ଯେମିତି ସବୁ ପାଇଗଲି ରେ

ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ
ବଦମାସ୍ ଏଇ ମୋର ମନରେ
ଦେଇଦେଲୁ प्यार वाला ଚିହ୍ନ ରେ



Credits
Writer(s): Puspak Parida, Abinash Mishra
Lyrics powered by www.musixmatch.com

Link