Dhire Dhire Prema Heigala

ଟିକେ ଟିକେ ଚିହ୍ନାରେ ତୁ ଲାଗିଲୁ ନିଆଁରା
ମିଠା ମିଠା କଥାରେ ତୋ ହେଲି ମୁଁ आवारा
ଟିକେ ଟିକେ ଚିହ୍ନରେ ତୁ ହେଲୁ ମୋ दीवाना
ତୋ ସାଥେ ଗପିବାକୁ ମୁଁ ଖୋଜେ ରେ ବାହାନା

ତୁ ସ୍ବପ୍ନ ପରୀଟେ, ତୁ ରୂପାଜହ୍ନ ଟେ
ତୁ ହସିଦେଲେ ଲାଗେ ସତେ ଚାନ୍ଦ ହସିଲା

ତୋ ମନ, ମୋ ମନ, ଯେବେ ମିଶିଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା
ତୋ ମନ, ମୋ ମନ, ଯେବେ ମିଶିଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା

ପ୍ରଥମ ଦେଖାରୁ ପ୍ରିୟା ଲାଗିଲୁ ନିଜର ମତେ
ଦୁନିଆକୁ ଭୁଲିଯାଇ ମନ ଦେଇଥିଲି ତତେ
ହୋ, ରଜ-ନଗର ରାଜକୁମାର ପରି ଲାଗୁଛୁ
ରାଣୀ ହେଇ ରହିଥିବି ଶହେ ଜନ୍ମ ପାଇଁ ମୁଁ

ମୁଁ ବୈଶାଖୀ ତାତି, ତୁ ଶାମୁକାର ମୋତି
ତତେ ପାଇ ମୁଁ ଆଜି ଭାରି ରଙ୍ଗିଲା

ତୋ ମନ, ମୋ ମନ, ଯେବେ ମିଶିଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା
ତୋ ମନ, ମୋ ମନ, ଯେବେ ମିଶିଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା

ଫୁଲ ବଗିଚାରେ ମୁଁଯେ ଅମାନିଆ ପ୍ରଜାପତି
ଜୀବନ ମୋ ଧନ୍ୟହୁଏ କରୁ ଯେବେ ଚୋରା-ପ୍ରୀତି

ହୋ, ସୁନେଲି କିରଣ ହାଏ, ଚନ୍ଦ୍ରମୁଖୀ ତୋ ଚେହେରା
ପାଗଳ ମୁଁ ହେଇଯାଏ ଦଉଯେବେ ତୁ ଇଶାରା

ତୋ ପ୍ରେମ ବର୍ଷାରେ ଗଲି ମୁଁ ଭିଜିରେ
ମହୁଠୁ ବି ମିଠା ମୋତେ ତୋ ପ୍ରେମ ଲାଗିଲା

ତୋ ମନ, ମୋ ମନ, ଯେବେ ମିଶିଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା
ତୋ ମନ, ମୋ ମନ, ଯେବେ ମିଶିଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା
ଧୀରେ ଧୀରେ ତୋ ସାଥେ ପ୍ରେମ ହେଇଗଲା



Credits
Writer(s): Bibhun, Chinmay Dash, Biku Babu
Lyrics powered by www.musixmatch.com

Link