To Bhitare Khuda Disijae

ତତେ ପାଇ ଆଜି ଲାଗେ ସତେ ଜୀବନ ଯାଇଛି ପାଇ
ମୋ ଭାବନାଟା ସାରା ତୋ ବିନା କେହି ଆସି ନାହିଁ

ଏମିତିକା ମୋ ଜୀବନେ ତୁ ଆସିଲୁ ଖୁସିଟେ ହେଇ
ତୋ ପ୍ରେମ ପାଇଁ ଆଜି ମୁଁ ମୋ ଭିତରେ ଆଉ ନାହିଁ

ତୋ ଅଳସ ଭଙ୍ଗା ଆଖିରେ ମୁଁ ନିଜକୁ ଖୋଜିପାଏ ରେ
ତୋ କଥା ଭାବି ମୁଁ ରାତିରେ ଲାଜେ ଯାଉଛି ଭିଜି-ଭିଜି ରେ
ଏଇ ମୋ ସପନ ଗଳିରେ ଯେବେ ତତେ ଦେଖି ଦିଏ

ତୋ ଭିତରେ ख़ुदा ଦିଶିଯାଏ, ଯାଏ
ତୋ ଭିତରେ ख़ुदा ଦିଶିଯାଏ
ହୋ, ତୋ ଭିତରେ ख़ुदा ଦିଶିଯାଏ, ଯାଏ
ତୋ ଭିତରେ ख़ुदा ଦିଶିଯାଏ

ବିନା କାରଣରେ ଏବେ କାଇଁ ମୁଁ ହସୁଛି?
ମୋ ଦେହ ସାରା ଖାଲି ପ୍ରେମ ତୋର ବାସୁଛି

ହୋ, ତତେ ମୁଁ ଦେଖିଲା ପରେ ନିଜକୁ ଭୁଲିଛି
ତୋ ବିନା ବଞ୍ଚିବା କଥା ଭାବି କି ମୁଁ ପାରୁଛି

ତୋ ପାଉଁଜି ପିନ୍ଧା ପାଦରେ, ମୋ ପ୍ରେମ କାହାଣୀ ଶୁଭେ ରେ
ମୋ ନିରୀହ ସେଇ ମନରେ, ମୁଁ ଖୋଜି ପାଇଛି ଜହ୍ନ ରେ
ମୋ ପରି ଆଉ କହ ଲୋ ତତେ କିଏ ଭଲ ପାଏ

ତୋ ଭିତରେ ख़ुदा ଦିଶିଯାଏ ଯାଏ, ଯାଏ
ତୋ ଭିତରେ ख़ुदा ଦିଶିଯାଏ
ହୋ, ତୋ ଭିତରେ ख़ुदा ଦିଶିଯାଏ, ହଁ ଯାଏ
ତୋ ଭିତରେ ख़ुदा ଦିଶିଯାଏ

ଏମିତିକା ଗୋଟେ ଦିନ ଆସିବନି କେବେ ବି
ଯଉଦିନ ମୋ ହାତ ନଥିବ ତୋ ହାତ ରେ

ଆମ ପ୍ରେମ ଇତିହାସ ସରିବନି କେବେ ରେ
ଆମେତ ନଥିବା ହେଲେ ପ୍ରେମ ଆମ ଥିବ ରେ

ତୋ ପାଇଁ ମୁଁ କାଇଁ ଆଜି ରେ, ବିନା ମେଘରେ ଯାଏ ଭିଜି ରେ
ତୁ କେମିତି କହ ଆସି ରେ, ମୋ ନିଶ୍ୱାସେ ଗଲୁ ମିଶି ରେ
ମୁଁ ଯଉଠି ଥାଏ ଯେମିତି ଥାଏ ତତେ ଖାଲି ଚାହେଁ

ତୋ ଭିତରେ ख़ुदा ଦିଶିଯାଏ, ଦିଶିଯାଏ
ତୋ ଭିତରେ ख़ुदा ଦିଶିଯାଏ
ହୋ, ତୋ ଭିତରେ ख़ुदा ଦିଶିଯାଏ, ଯାଏ
ତୋ ଭିତରେ ख़ुदा ଦିଶିଯାଏ



Credits
Writer(s): Matruprasad Rath
Lyrics powered by www.musixmatch.com

Link