Bhija Bhija Aakhire

ସାଥୀ ରେ, ମାନିଯା ତୋ ବାଟରେ ଚାଲିବି ମୁଁ
ତୋ ପାଖେ ଥିବି, ତୋର ହିଁ ହେବି
ଯିବା ହଜି, ଆମେ ଦୁହେଁ, ଗଢ଼ିବା ନୂଆ ପୃଥିବୀ
ତୁ ଥିବୁ ସେଇଠି, ମୁଁ ଥିବି

ଭିଜା ଭିଜା ଆଖିରେ, କିଏ ଖୁସି ଟିକେ ଦେଲା ରେ?
ଫିକା ଫିକା ଓଠରେ, କିଏ ରଙ୍ଗ ବୋଳିଦେଲା ରେ?
ଭିଜା ଭିଜା ଆଖିରେ, କିଏ ଖୁସି ଟିକେ ଦେଲା ରେ?
ଫିକା ଫିକା ଓଠରେ, କିଏ ରଙ୍ଗ ବୋଳିଦେଲା ରେ?

ତୋ'ପାଇଁ ଯିବି, ଦରିଆ ଡ଼େଇଁ
ଦେ ଛୁଇଁ ମୋତେ, ଅଛି ମୁଁ ଚାହିଁ
କେବେଠୁ ମନ ମୋ, ଓଦା ହେଇନାହିଁ
ବରଷିଯା ତୁ ପ୍ରେମଟେ ହେଇ

ରହିଛି ରେ ମୁଁ ଚାହିଁ ତୋର ଛୁଆଁକୁ

ଭିଜା ଭିଜା ଆଖିରେ, କିଏ ଖୁସି ଟିକେ ଦେଲା ରେ?
ଫିକା ଫିକା ଓଠରେ, କିଏ ରଙ୍ଗ ବୋଳିଦେଲା ରେ?
ଭିଜା ଭିଜା ଆଖିରେ, କିଏ ଖୁସି ଟିକେ ଦେଲା ରେ?
ଫିକା ଫିକା ଓଠରେ, କିଏ ରଙ୍ଗ ବୋଳିଦେଲା ରେ?



Credits
Writer(s): Anurag Pattanaik
Lyrics powered by www.musixmatch.com

Link