Na Tate Jana Na Mate Jana

ଆରେ यार, ମୁଁ କଣ କରିବି କହ
ମୁଁ ବି ତ ବହୁତ ଥର try କରିଛି ନା
ହଁ, ଜାଣିଛି ପା, ଦି ଜଣ ଏମିତି try କରୁଥିଲ
୫ ବର୍ଷ ଭିତରେ କେହି କାହାକୁ କହି ପାରିଲନି
ହଉ ଛାଡ୍, ଆଜି college ର last day
Atleast ଆଜି ତ ତାକୁ କହିଦେ

କେବେ ଆମ ଦୁଇ ମନ-ପକ୍ଷୀ ଉଡ଼ି-ଉଡ଼ି ହେଲେ ପାଖା-ପାଖି?
ହାଁ, କେବେ ଆମ ଦୁଇ ମନ-ପକ୍ଷୀ ଉଡ଼ି-ଉଡ଼ି ହେଲେ ପାଖା-ପାଖି?

ପାଇଗଲେ ଦୁହେଁ ଠିକଣା

ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?

କଜଳର ବନ୍ଧ ଡେଇଁ ଝରିବାକୁ ଦେବି ନାହିଁ
ତୋ ଆଖରୁ ମୋତି ଝରଣ
ହଁ, ଫୁଲ ଋତୁଟିଏ ହେଇ ଦେବି ଖାଲି ମହକେଇ
ତୋ ବାଟର ରଙ୍ଗ ତୋରଣ

କେମିତି ଆସି ତୁ ଏଇ ଜୀବନେ ଖୁସି କଲୁ ଦୁଇ ଗୁଣା
କାହିଁକି ତୁ ଆସି ତୁ ମୋ ସପନେ, ଛୁଇଁ ଗଲୁ ମନ ଅଗଣା

ହୋ, ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?

ଛୁଇଁଦେଇ ମନ ଯଦି, ତୋ ପ୍ରେମରେ କଲୁ ବନ୍ଦୀ
ଭୁଲିବୁନି ମୋତେ, ମୋ ରାଣ
ହଁ, ତୋ ବିନା ଯଦି କିଏ ସ୍ୱପ୍ନରେ ମୋ ଆସିଯାଏ
ମନ ତାକୁ କରେ ବାରଣ

ତୋ ବିନା ଚାଲିଲେ କାଇଁ ମୁଁ ହଉଛି ରେ ବାଟବଣା
ତତେ ଟିକେ ଛୁଇଁବି ବୋଲି ମୁଁ ଖୋଜେ କାଇଁ ଏତେ ବାହାନା?

ହଁ, ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ହୋ, ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ନା ତତେ ଜଣା, ନା ମୋତେ ଜଣା

ଠିକ ଅଛି ଆସ ମୁଁ wait କରିଛି
ଯାହାବି ହଉନା କାହିଁକି, ଆଜି ମୁଁ ତମକୁ sure କହିବି
ହୁଁ, ମୁଁ ବି ୫ ବର୍ଷ ହେଲାଣି wait କରିଛି ଶୁଣିବାକୁ
ଆଛା, ୫ ବର୍ଷ wait ନ କରି, ନିଜେ ଆଗ କହିଦେଲନି
ହୁଁମ୍, ମୁଁ ଝିଅ ପିଲାଟା ହେଇ ଆଗେ କେମିତି କହିଥାନ୍ତି ଯେ?
ହଁ, ସେଥିରେ କଣ ଅଛି? Ladies first ପରା, so, ଏବେ କହିଦିଅ
ନା, ମୋତେ ଲାଜ ଲାଗୁଛି
ତାହାଲେ ଯିଏ ଅଧିକ ଭଲପାଉଛି ପ୍ରଥମେ ସିଏ କହୁ
I love you, I-
Hello, ହଁ, ପହଞ୍ଚିଲୁଣି? ହୁଁ
ମୁଁ ଏଇ road cross କରୁଛି, ତମେ ଟିକେ ବାହାରକୁ ଆସୁନ
ଆଛା ହଉ, ମୁଁ ତାହେଲେ ବାହାରକୁ ଆସୁଛି, okay?
ଆରେ, ଦେଖ୍-
Jacqueline!
Jacqueline, Jacqueline, Jacqueline ଆଖି ଖୋଲ Jacqueline
Jacqueline ଆଖି ଖୋଲ
I love you Jacqueline, I love you so much
Please ଆଖି ଖୋଲ Jacqueline, ତମର କିଛିବି ହବନି
Jacqueline, ହଁ, ଆଖି ଖୋଲ Jacqueline, ଆଖି ଖୋଲ
ହଁ, ହଁ, ଆଖି ଖୋଲ Jacqueline
I love you, I love you Jacqueline, I love you so much
ମୁଁ ତମକୁ ବହୁତ ଭଲପାଏ
ଏମିତି କଥା କହିବା ପାଇଁ ୫ ବର୍ଷ ଲାଗିଗଲା
ଟିକେ ଡେରି ହେଇଗଲା
I love you
I love you too

ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?
ନା ତତେ ଜଣା, ନା ମୋତେ ଜଣା
ଅଜାଣତେ ଘଟିଯାଏ ଏ କି ଘଟଣା?



Credits
Writer(s): Abinash Mishra, Puspak Parida
Lyrics powered by www.musixmatch.com

Link