Kendujharia Toka Mu Sahe Ru Sahe

ଆଖି ଆଖିରେ ଖେଳ କରେ, style ମୋ ରଡ଼
ଆରେ, Scale ଛୋଟ ପଡ଼ିବ, ମୋ କଲିଜା ଏତେ ବଡ

ହୋ, ଆଖି ଆଖିରେ ଖେଳ କରେ ଷ୍ଟାଇଲ ମୋ ରଡ଼
ଆରେ, Scale ଛୋଟ ପଡ଼ିବ, ମୋ କଲିଜା ଏତେ ବଡ଼
ମୋ ଆଗରେ ଦେଖାନା ଛଇ, ଜମା ମୁହଁ ତୁ ମୋଡ଼ନାହିଁ
ମୋ ପରିକା lover ଗୋଟେ, ତୁ ଖୋଜିଲେ ପାଇବୁ ନାହିଁ

କେନ୍ଦୁଝରିଆ ଟୋକା ମୁଁ ଶହେରୁ ଶହେ
ଏଇ କଥା ମୁଁ ନୁହେଁ ସାରା ଓଡ଼ିଶା କହେ

ହେ, ଆଖି ଆଖିରେ ଖେଳ କରେ, style ମୋର ରଡ଼
ଆରେ, Scale ଛୋଟ ପଡ଼ିବ, ମୋ କଲିଜା ଏତେ ବଡ଼, କଲିଜା ଏତେ ବଡ଼

ବୁଲେଇନେବି ଭୀମକୁଣ୍ଡ, ଗୋନାଶିକା
ଥରୁଟେ ତୁ ହେଇଯା ମୋ ପ୍ରେମିକା
ସାନଘାଗରା, ବଡ଼ଘାଗରା ବୁଲିଯିବା
ମସ୍ତ ମସ୍ତ selfie ସେଠି ଉଠେଇବା

ବୁଲେଇନେବି ଭୀମକୁଣ୍ଡ, ଗୋନାଶିକା
ଥରୁଟେ ତୁ ହେଇଯା ମୋ ପ୍ରେମିକା
ସାନଘାଗରା, ବଡ଼ଘାଗରା ବୁଲିଯିବା
ମସ୍ତ ମସ୍ତ selfie ସେଠି ଉଠେଇବା

ମୁଁ solid ज़िगर ବାଲା
ଖୋଲିଦେବି ତୋ ମନର ତାଲା
ଯେତେ ନଖରା ପଛେ ତୁ ଦେଖା
ଦିନେ ସାଜିବୁ ମୋର ଲୈଲା

କେନ୍ଦୁଝରିଆ ଟୋକା ମୁଁ ଶହେରୁ ଶହେ
ଏଇ କଥା ମୁଁ ନୁହେଁ ସାରା ଓଡ଼ିଶା କହେ, ଓଡ଼ିଶା କହେ, ଓଡ଼ିଶା କହେ
କହିଦେ ତୁ ମୋ ରାଣୀ, ମୁଁ ତୋ ରାଜା
ଘଟଗାଁରେ ତୋ ନାଁରେ କରିବି ପୂଜା
କେନ୍ଦୁଝରିଆ famous ବଢ଼ି, ପଖାଳ ସାଥେ
ବାହା ପରେ ଖୁଆଇବି daily ମୋ ହାତେ
କହିଦେ ତୁ ମୋ ରାଣୀ, ମୁଁ ତୋ ରାଜା
ଘଟଗାଁରେ ତୋ ନାଁରେ କରିବି ପୂଜା
କେନ୍ଦୁଝରିଆ famous ବଢ଼ି, ପଖାଳ ସାଥେ
ବାହା ପରେ ଖୁଆଇବି daily ମୋ ହାତେ

ଯଦି କହିବୁ ତୋ ଘରେ ଯାଇ
କଥାହେବି ବାହାଘର ପାଇଁ
ବାପା, ଭାଇଙ୍କୁ ତୋର ମନେଇ
ତତେ ଆଣିବି ବୋହୁ ବନେଇ

ଆରେ, କେନ୍ଦୁଝରିଆ ଟୋକା ମୁଁ ଶହେରୁ ଶହେ
ଏଇ କଥା ମୁଁ ନୁହେଁ ସାରା ଓଡ଼ିଶା କହେ, ଓଡ଼ିଶା କହେ
କେନ୍ଦୁଝରିଆ ଟୋକା ମୁଁ ଶହେରୁ ଶହେ
ଏଇ କଥା ମୁଁ ନୁହେଁ ସାରା ଓଡ଼ିଶା କହେ
କେନ୍ଦୁଝରିଆ ଟୋକା ମୁଁ ଶହେରୁ ଶହେ
ଏଇ କଥା ମୁଁ ନୁହେଁ ସାରା ଓଡ଼ିଶା କହେ
କେନ୍ଦୁଝରିଆ ଟୋକା ମୁଁ ଶହେରୁ ଶହେ
ଏଇ କଥା ମୁଁ ନୁହେଁ ସାରା ଓଡ଼ିଶା କହେ



Credits
Writer(s): Satyaranjan Bal, Pratyush Ray
Lyrics powered by www.musixmatch.com

Link