Ranga Rasia Re

(ଲଗାନା ରେ ରଙ୍ଗ ଲଗାନା)
(କଳା କାହ୍ନୁ ରଙ୍ଗରସିଆ)
(ଲଗାନା ରେ ରଙ୍ଗ ଲଗାନା)
(କଳା କାହ୍ନୁ ରଙ୍ଗରସିଆ)
(ଲଗାନା ରେ ରଙ୍ଗ ଲଗାନା)
(କଳା କାହ୍ନୁ ରଙ୍ଗରସିଆ)
(ଲଗାନା ରେ ରଙ୍ଗ ଲଗାନା)
(କଳା କାହ୍ନୁ ରଙ୍ଗରସିଆ)

ରଙ୍ଗରସିଆ ରେ
(ଲଗାନା ରେ ରଙ୍ଗ ଲଗାନା)
(କଳା କାହ୍ନୁ ରଙ୍ଗରସିଆ)
ରଙ୍ଗରସିଆ ରେ (ଲଗାନା ରେ ରଙ୍ଗ ଲଗାନା, କଳା କାହ୍ନୁ ରଙ୍ଗରସିଆ)

ତୋ ରଙ୍ଗକୁ ଭାରି ଡର
ତୋ ରଙ୍ଗକୁ ଭାରି ଡର

ସେ ରଙ୍ଗରୁ ଟିକେ
ଦେହରେ ଲାଗିଲେ
ସେ ରଙ୍ଗରୁ ଟିକେ
ଦେହରେ ଲାଗିଲେ

ଲାଜରେ ମୁଁ ଜର-ଜର

ତୋ ରଙ୍ଗକୁ ଭାରି ଡର
ତୋ ରଙ୍ଗକୁ ଭାରି ଡର
ରଙ୍ଗରସିଆ ରେ
ରଙ୍ଗରସିଆ ରେ

ସାତରଙ୍ଗ ଠାରୁ ତୋ ରଙ୍ଗ ଅଲଗା
ଆଖିକୁ ନ ଯାଏ ଦେଖା
ପ୍ରେମ ସେ ରଙ୍ଗରେ କେତେବେଳେ ଥାଏ
କେତେବେଳେ ମିଠା-ଧୋକା

ହୋ, ସାତରଙ୍ଗ ଠାରୁ ତୋ ରଙ୍ଗ ଅଲଗା
ଆଖିକୁ ନ ଯାଏ ଦେଖା
ପ୍ରେମ ସେ ରଙ୍ଗରେ କେତେବେଳେ ଥାଏ
କେତେବେଳେ ମିଠା-ଧୋକା

ସେଇ ରଙ୍ଗ ନେଇ
କହ ରେ କହ୍ନେଇ
ସେଇ ରଙ୍ଗ ନେଇ
କହ ରେ କହ୍ନେଇ

କେମିତି ଫେରିବି ଘର?

ତୋ ରଙ୍ଗକୁ ଭାରି ଡର
ତୋ ରଙ୍ଗକୁ ଭାରି ଡର
ରଙ୍ଗରସିଆ ରେ
ରଙ୍ଗରସିଆ ରେ

ଦେହଠାରୁ ବେଶୀ ଲାଗେ ରେ କହ୍ନେଇ
ମନରେ ତୋହରି ରଙ୍ଗ
କିଏ କହେ ତାକୁ ନିନ୍ଦା ଅପବାଦ
କେ କହେ କଳଙ୍କ ଦାଗ

ଦେହଠାରୁ ବେଶୀ ଲାଗେ ରେ କହ୍ନେଇ
ମନରେ ତୋହରି ରଙ୍ଗ
କିଏ କହେ ତାକୁ ନିନ୍ଦା ଅପବାଦ
କେ କହେ କଳଙ୍କ ଦାଗ

ସେ ଦାଗ ଛାଡେନା
ଯାଇ ମୁଁ ଯମୁନା
ସେ ଦାଗ ଛାଡେନା
ଯାଇ ମୁଁ ଯମୁନା

ଧୋଇଲେ ବି ଯେତେଥର

ତୋ ରଙ୍ଗକୁ ଭାରି ଡର
ତୋ ରଙ୍ଗକୁ ଭାରି ଡର
ରଙ୍ଗରସିଆ ରେ
ରଙ୍ଗରସିଆ ରେ

(ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ)
(ରାଧାରାଣୀ ରଙ୍ଗ ସୁନ୍ଦରୀ) ରଙ୍ଗରସିଆ ରେ
(କଳା କାହ୍ନୁ ରଙ୍ଗରସିଆ)
(ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ) ରଙ୍ଗରସିଆ
(ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ)
(ରାଧାରାଣୀ ରଙ୍ଗ ସୁନ୍ଦରୀ) ରଙ୍ଗରସିଆ
(କଳା କାହ୍ନୁ ରଙ୍ଗରସିଆ)
(ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ) ରଙ୍ଗରସିଆ
(ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ)
ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ)
(ରାଧାରାଣୀ ରଙ୍ଗ ସୁନ୍ଦରୀ)
(କଳା କାହ୍ନୁ ରଙ୍ଗରସିଆ)



Credits
Writer(s): Baidyanath Dash, Subrat Routray
Lyrics powered by www.musixmatch.com

Link