Tu Aau Mu

ଆମେ ଦୁହେଁ ହାତରେ ହାତଧରି
ତନହା ତନହା ଚାଲୁ ଏ ରାସ୍ତା ରେ
ପକ୍ଷୀ ଆମେ ଏ ରଙ୍ଗୀନ୍ ଦୁନିଆରେ
ଉଡ଼ିବୁଲୁ ମନ ଆକାଶ ରେ

ସ୍ଵପ୍ନରେ ବି ତୁ ପବନରେ ବି ତୁ ହି ତୁ
ୟେ ଫିଜା ରେ ତୁ ହି ତୁ, ଓ
ତୋ ମନ ରେ ମୁଁ ତୋ ନିଶ୍ବାସ ରେ ମୁଁ
ତୋ ବିନା କିଛି ନୁହେଁ ମୁଁ

ତୁ ଆଉ ମୁଁ ମସ୍ତି ରେ ହମ୍ଦମ୍ ନାଚିଯାଉ ରେ
ତୁ ଆଉ ମୁଁ ଭିଯୁ ରେ ଆମ ଏ ପ୍ରେମରେ
ତୁ ଆଉ ମୁଁ ମସ୍ତି ରେ ହମ୍ଦମ୍ ନାଚିଯାଉ ରେ
ତୁ ଆଉ ମୁଁ ଭିଯୁ ରେ ଆମ ଏ ପ୍ରେମରେ

ଓ ଓ ଓ ଓ ଓ...
ଓ ଓ ଓ ଓ ଓ...

ଲାଜେଇ ଆଖି ତୋ ନିଶା ନିଶା ହେଲାରେ
ଆମ ଦୁଇ ଓଠ କାଇଁ ଥରିଯାଏ ରେ
କିଛି କିଛି ହୁଏ ହୋଲେ ହୋଲେ ତତେ
ଲଭ୍ ୟୁ କହୁ ଜାନା ମୁଁ ଗାଇ ଯାଏରେ

ସ୍ଵପ୍ନରେ ବି ତୁ ପବନରେ ବି ତୁ ହି ତୁ
ୟେ ଫିଜା ରେ ତୁ ହି ତୁ, ଓ
ତୋ ମନ ରେ ମୁଁ ତୋ ନିଶ୍ବାସ ରେ ମୁଁ
ତୋ ବିନା କିଛି ନୁହେଁ ମୁଁ

ତୁ ଆଉ ମୁଁ ମସ୍ତି ରେ ହମ୍ଦମ୍ ନାଚିଯାଉ ରେ
ତୁ ଆଉ ମୁଁ ଭିଯୁ ରେ ଆମ ଏ ପ୍ରେମରେ
ତୁ ଆଉ ମୁଁ ମସ୍ତି ରେ ହମ୍ଦମ୍ ନାଚିଯାଉ ରେ
ତୁ ଆଉ ମୁଁ ଭିଯୁ ରେ ଆମ ଏ ପ୍ରେମରେ

ଓ ଓ ଓ ଓ ଓ... ଓ ଓ ଓ ଓ ଓ... ଓ ଓ ଓ ଓ ଓ... ଓ ଓ ଓ ଓ ଓ...
ଓ ଓ ଓ ଓ ଓ... ଓ ଓ ଓ ଓ ଓ... ଓ ଓ ଓ ଓ ଓ... ଓ ଓ ଓ ଓ ଓ



Credits
Writer(s): Govind, Band Vighnanz The Band
Lyrics powered by www.musixmatch.com

Link